20 ଲକ୍ମନ୍ ତାକେ ଆରି ବେସି ଦିନ୍ ରଇବାକେ କଇଲାଇ, ମାତର୍ ସେ ରାଜି ନଇଲା ।
ସେମନ୍ ଏପିସିସ୍ତେଇ କେଟ୍ଲା ପଚେ ପାଉଲ୍ ପିରିସ୍କିଲା ଆରି ଆକିଲାକେ ପାଟାଇଦେଲା । ତେଇ ସେ ପାର୍ତନା ଗରେ ଜାଇ ଜିଉଦିମନର୍ ସଙ୍ଗ୍ କାତାବାର୍ତା ଅଇଲା ।
ଜିବା ବେଲାଇ ସେ ସେମନ୍କେ କଇଲା, “ଜଦି ପରମେସର୍ ମନ୍ କଲେ, ତମର୍ ଲଗେ ବାଉଡି ଆଇବି ।” ତାର୍ ପଚେ ସେ ଏପିସେ ଅନି ଜାଜେ ଚଗି ଗାଲା ।
ଆସିଆ ରାଇଜେ ଆରି ବେସି ଦିନ୍ ନ ରଇକରି, ଏପିସସ୍ କଣ୍ଡିକଣ୍ଡି ଜାଜ୍ ଚାଲାଇବାକେ ପାଉଲ୍ ଟିକ୍ କଲା । ଜଦି ଅଇପାର୍ସି, ପେନ୍ଟିକସ୍ଟ୍ ଦିନେ ଜିରୁସାଲାମ୍ କେଟ୍ବାକେ ସେ ତେରେପେତେ ଅଇତେ ରଇଲା ।
ବାଇ ଆପଲର୍ ବିସଇ ମୁଇ କଇଲିନି । ବିନ୍ ବିସ୍ବାସିମନର୍ ସଙ୍ଗ୍ ତମ୍କେ ବେଟ୍ ଅଇବାକେ ମୁଇ ତାକେ ବେସି ତର୍ ସାର୍ଦା କରାଇଲି, ମାତର୍ ସେ ଏବେ ଜିବାକେ ମୁଲ୍କେ ରାଜି ଅଏନାଇ । ପଚେ ସୁଜଗ୍ ମିଲ୍ଲେ ସେ ତମର୍ଟାନେ ଆଇସି ଆକା ।