ପେରିତ୍ 18:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 ପାଉଲ୍ କରନ୍ତିତେଇ ବିସ୍ବାସି ବାଇମନ୍ ସଙ୍ଗ୍ ବେସି ବେଲା ଜାକ ରଇଲା । ତାର୍ପଚେ ସେମନ୍କେ ଚାଡି ପିରିସ୍କିଲା ଆରି ଆକିଲାର୍ ସଙ୍ଗ୍, ସିରିଆ ଜିବାକେ ପାନିଜାଜେ ବାଟ୍ ଦାର୍ଲାଇ । ସେକେରିଆଅନି ଜିବାଟା ଆରାମ୍ କର୍ବା ଆଗ୍ତୁ ତାକର୍ ଗଟେକ୍ ମାନତ୍ ଇସାବେ ପାଉଲ୍ ମୁଣ୍ଡ୍ କୁରାଇଅଇଲା । အခန်းကိုကြည့်ပါ။ |