17 ସେମନ୍ ପାର୍ତନା ଗରର୍ ମୁକିଆ ସସ୍ତନସ୍କେ ଦାରି ବିଚାର୍ନା ଜାଗାର୍ ମୁଆଟେ ମାଡ୍ମାର୍ଲାଇ । ମାତର୍ ଗାଲିଅ ସେଟାକେ ମନ୍ଦେଏ ନାଇ ।
ପିଲାତ୍ ବିଚାର୍ନା ଜାଗାଇ ବସି ରଇଲାବେଲେ ତାର୍ ମାଇଜି ଗଟେକ୍ କବର୍ କଇଲା, “କାଇ ଦସ୍ପାପ୍ ନ କଲା ସେ ଲକ୍କେ କାଇଟା କରା ନାଇ । କାଲି ରାତି ସପ୍ନେ ତାର୍ ଲାଗି ମୁଇ ବେସି କସ୍ଟ ପାଇଲି । ”
ସେଡ୍କିବେଲେ ଜିଉଦିମନର୍ ପାର୍ତନା ଗରର୍ ମୁକିଅ, ଜାଇରସ୍ ନାଉଁର୍ ଗଟେକ୍ ଲକ୍ ଆସି ଜିସୁକେ ଦେକି ତାର୍ ଗଡ୍ତଲେ ଅଦର୍ଲା ।
ପାଉଲର୍ଟାନେ, ମଲାଟାନେଅନି ଉଟ୍ଲା ବିସଇ ସୁନି ସେମନର୍ ବିତ୍ରେଅନି କେତେ ଲକ୍ ତାକେ କିଜାଇଲାଇ, ମାତର୍ ବିନ୍ ଲକ୍ମନ୍ କଇଲାଇ, “ତମର୍ତେଇଅନି ଆମେ ଆରିତରେକ୍ ଏ ବିସଇ ସୁନ୍ବାକେ ମନ୍ କଲୁନି ।”
ପାର୍ତନା ଗରର୍ ମୁକିଅ କିରିସ୍ପସ୍ ଆରି ତାର୍ କୁଟୁମର୍ ସବୁ ଲକ୍ ମାପ୍ରୁର୍ତେଇ ବିସ୍ବାସ୍ କଲାଇ ଆରି କରନ୍ତିଅର୍ ଅଦିକ୍ ଅଦିକ୍ ଲକ୍ ପାଉଲର୍ ସିକିଆ ସୁନି ବିସ୍ବାସ୍ କଲାଇ ଆରି ପାନିତେଇବୁଡି ଡୁବନ୍ ନେଲାଇ ।
ମୁଇ ପାଉଲ୍ ଆରି ଆମର୍ ସଙ୍ଗର୍ ବିସ୍ବାସି ସସ୍ତିନା ଜୁଆର୍ ଜାନାଇଲୁନି । ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ପେରିତ୍ ଅଇବାକେ ମକେ ବାଚିଆଚେ ।
ମାତର୍ ଆମେ କୁରୁସ୍ ଉପ୍ରେ ଚଗାଇ ଅଇରଇବା କିରିସ୍ଟର୍ ବିସଇ ଜାନାଇଲୁନି । ଏ କାତା ସୁନ୍ଲେ ଜିଉଦିମନ୍ ରିସା ଅଇଗାଲାଇନି ଆରି ଜିଉଦି ନଇଲା ଲକ୍ମନ୍ ସେ କାତାର୍ କାଇ ମୁଲିଅ ନାଇ ବଲି ବାବ୍ଲାଇନି ।