14 ପାଉଲ୍ କାତା ଅଇବାକେ ଗାଲାବେଲେ, ଗାଲିଅ ଜିଉଦିମନ୍କେ କଇଲା, “ଜଦି ଇତି କାଇ ଦସ୍ ନଇଲେ ଅପ୍ରାଦର୍ ବିସଇ ରଇସି, ତେବେ ତମର୍ ବିସଇ ସମାଲି କରି, ତମର୍ କାତା ସୁନ୍ବାଟା, ମର୍ ଇସାବେ ଟିକ୍ ଅଇସି ।
ସେବେଲେ ଜିସୁ ସେମନ୍କେ ସିକିଆ ଦେଇ କଇବାର୍ ଦାର୍ଲା ।
ଜିସୁ ସେମନ୍କେ କଇଲା, “ଏ ପର୍ମେସର୍କେ ବିସ୍ବାସ୍ ନ ରଇବା ଆଜିକାଲିର୍ ଲକ୍ମନ୍, ତମେ ବିସ୍ବାସ୍ କର୍ବାକେ ଆରି କେତେ ଦିନ୍ ମୁଇ ତମର୍ ସଙ୍ଗ୍ ରଇବାର୍ ଆଚେ ? ଆରି କେତେଦିନ୍ ମୁଇ ସାଆସ୍ ଦାରି ତମର୍ ସଙ୍ଗ୍ ରଇବାର୍ ଆଚେ ? ସେ ପିଲାକେ ମର୍ଲଗେ ଆନା ।”
ଆରି କଇଲା, “ଏ ସଇତାନର୍ ପିଲା ! ତୁଇ, ସବୁ ନିମାନ୍ ବିସଇ ବିରଦ୍ କଲାସ୍ନି । ତୁଇ ସବୁ ରକାମର୍ କରାପ୍ କାମେ ପୁରୁନ୍ ଅଇ ଆଚୁସ୍ ଆରି ସବୁବେଲେ ପର୍ମେସରର୍ କାମ୍ ମିଚ୍ ବଲି ଦେକାଇବାକେ ଚେସ୍ଟା କଲୁସ୍ନି ।
ଆରି ଚାଲିସ୍ ବରସ୍ ଜାକ ମରୁବାଲିବୁଏଁ ସେମନର୍ ସାଦ୍ବାନ୍ଦ୍ କଲାଟା ମୁରଚ୍ଲା ।
ପାଉଲ୍ କଇଲା, “ମୁଇ ସିଲିସିଆର୍ ତାର୍ସିସେ ଜନମ୍ କରିରଇବା ଗଟେକ୍ ଜିଉଦି, ଗଟେକ୍ ମୁକିଅ ଗଡର୍ ଲକ୍ । ଏ ଲକ୍ମନ୍କେ ବୁଜାଇ କଇବାକେ ଦୟାକରି ମକେ ଅଲପ୍ ଆଦେସ୍ ଦିଆ ।”
ଜଦି ମୁଇ ରିତିନିତି ନ ମାନି ମରନ୍ ଡଣ୍ଡ୍ ପାଇବାପାରା କାଇ ଦସ୍ କଲିଆଚି ବଇଲେ, ମର୍ବାକେ ନ ଡରି । ମାତର୍ ସେମନ୍ ମର୍ ବିରଦେ ଆନିରଇବା ଦାବା ବିତ୍ରେ କାଇମିସା ସତ୍ ନ ରଏ, ତେବେ କେ ମିସା ମକେ ସେମନ୍କେ ସର୍ପିଦେଇ ନାପାରତ୍ । ବଡ୍ ସାସନ୍କାରିଆ ଆକା ମକେ ବିଚାର୍ନା କର ବଲି ଗୁଆରି କଲିନି ।”
ମାତର୍ ତାର୍ ଦାବି ବିସଇ ଟିକ୍ ସଙ୍ଗ୍ ବଡ୍ସାସନ୍କାରିଆକେ ଲେକ୍ବାକେ ମର୍ ଲଗେ କାଇଟା ନାଇ । ସେଟାର୍ପାଇ ମୁଇ ସବୁର୍ ମୁଆଟେ ଆରି ଏ ଆଗ୍ରିପା ରାଜା, ତମର୍ ମୁଆଟେ ଆନ୍ଲି ଆଚି, ଜେନ୍ତି କି ତାର୍ ବିସଇ ତମେ ନିକ ସଙ୍ଗ୍ କଜ୍ଲା ପଚେ ବଡ୍ସାସନ୍କାରିଆକେ ଲେକିପାର୍ବି ।
ଆମର୍ ଚଲାଚଲ୍ତି ସତ୍ ରଇଲେ ସାସନ୍କାରିଆକେ ଡର୍ବାର୍ ଦର୍କାର୍ ନାଇ । କାରାପ୍ ରଇଲେ ଡର୍ବାର୍ ଆଚେ । ସାସନ୍କାରିଆମନ୍କେ ତମେ ଡର୍ବାକେ ମନ୍ କରାସ୍ ନାଇ, ସେନ୍ତାର୍ଆଲେ ନିକ କାମ୍ କରା ଆରି ସେମନ୍ ତମ୍କେ ନାମ୍ବାଇ ।
ଜଦି ମୁଇ ବକୁଆ ଲକର୍ପାରା କାତା କଇଲେ ମିସା ତମେ ସେଟା ସୁନି ଚିମ୍ରା ଅଇରୁଆ ।
କାଇକେବଇଲେ, ଜଦି କେ ମିସା ତମର୍ ଲଗେ ଆସି କରି ଆମେ ତମ୍କେ ଜାନାଇରଇବା ଜିସୁର୍ ବିସଇକେ ଚାଡି, ବିନ୍ ସିକିଆ ଦେଲେ ତମେ ସାର୍ଦା ଅଇସା । ସୁକଲ୍ ଆତ୍ମାକେ ନ ପାଇକରି ବିନ୍ ଆତ୍ମାକେ ପାଇଲାସ୍ନି । ଆରି ସେମନ୍ ଜନ୍ ସୁବ୍କବର୍ ଜାନାଇଲାଇନି, ସେଟା ଆମେ ଜାନାଇବା ସୁବ୍କବର୍ ନଏଁ ।
ଜେଡେବେଲେ ତାର୍ ସଙ୍ଗାରିମନ୍ ନାଜାନିକରି ରଇବାଇ, ଆରି ବୁଲ୍ କାମ୍ କରିରଇବାଇ, ସେ ସେମନର୍ ସଙ୍ଗ୍ ଦୟାଦରମ୍ ଦେକାଇକରି ରଇପାର୍ସି । କାଇକେବଇଲେ ତାର୍ ଜିବନେ ମିସା ବେସି ବୁଲ୍ ରଇସି ।