11 ସେଟାର୍ପାଇ ପାଉଲ୍ ପର୍ମେସରର୍ ବାକିଅ ସିକିଆ ଦେଇ, ତେଇ ବର୍ସେକ୍ ଚ ମାସ୍ ଜାକ ରଇଗାଲା ।
ଏଲେମିସା ପାଉଲ୍ ଆରି ବର୍ନବା ତେଇ ବେସିଦିନ୍ ରଇକରି ଡାଟ୍ ସଙ୍ଗ୍ ମାପ୍ରୁର୍ ବିସଇ ଜାନାଇଲାଇ । ମାପ୍ରୁ ଏମନ୍କେ କାବା ଅଇଜିବା କାମ୍ମନ୍ କରି ଦେକାଇବାକେ ବପୁଦେଲା । ଏନ୍ତାରି ମାପ୍ରୁ ତାର୍ ଜିବନ୍ ଦୁକାଇଲା ବାକିଅ ସତ୍ବଲି ଦେକାଇଲା ।
କାଇକେ ବଇଲେ ମୁଇ ତର୍ ସଙ୍ଗ୍ ଆଚି । କେ ତମ୍କେ କାଇଟା କରି ନାପାରତ୍, କାଇକେବଇଲେ ଏ ନଅରେ ମର୍ ବେସି ଲକ୍ ଆଚତ୍ ।”
ଗାଲିୟନ୍ ଆକାୟର୍ ରମିଅ ସାସନ୍କାରିଆ ରଇଲା ବେଲେ, ଜିଉଦିମନ୍ ଏକ୍ଜୁଟ୍ଅଇ ପାଉଲ୍କେ ଦାରି ବିଚାର୍ନା ଜାଗାଇ ନେଲାଇ ।
ଏଟା ଦୁଇ ବରସ୍ ଦାରି ଚାଲ୍ଲା । ରମ୍ ଦେସର୍ ଆସିଆ ଦେସେ ବାସା କରିରଇବା ବେସି ଜିଉଦି ଆରି ଗିରିକ୍ ଲକ୍ ମିସା ମାପ୍ରୁର୍ ବାକିଅ ସୁନ୍ଲାଇ ।
ସେ ବେଲେ ତମେ ଜାଗ୍ରତ୍ ଅଇ ରୁଆ । ମୁଇ ତିନ୍ ବରସ୍ ଜାକ ଦିନ୍ ରାତି ଆଁସୁପାନି ଜରାଇ, ତମ୍କେ ଗଟେକ୍ ଗଟେକ୍ କରି, ସବୁ ଲକ୍କେ ସିକାଇ ଆଚି, ଏ କାତା ଏତାଇରୁଆ ।”