9 ସାସନ୍ କରୁମନ୍ ଜେସନ୍ ଆରି ବିସ୍ବାସିମନର୍ତେଇଅନି ଚାଡ୍ବାକେ, ଜେତ୍କି ଡାବୁ ବାନ୍ଦ୍ବାକେ ରଇଲା, ଲାଁଚ୍ ନେଇକରି ସେମନ୍କେ ଜାମିଲେ ଚାଡିଦେଲାଇ ।
ମାତର୍ କେତେଟା ଜିଉଦିମନ୍ ପାଉଲ୍ ଆରି ସିଲାକେ କୁଟ୍ କରି, କାଇ କାମ୍ ନ କର୍ବା ଅଲ୍ସିଆ ଲକ୍ମନ୍କେ ଏକ୍ଜୁଟ୍ କଲାଇ, ଆରି ଟୁଲିଆଇ, ଗୁଲାଇ ଗଡ୍ ଜାକର୍ ଲକ୍କେ ଉସ୍କାଇ ରିସା କରାଇଲାଇ । ସେମନ୍ ପାଉଲ୍ ଆରି ସିଲାକେ କଜି ଆନ୍ବାକେ ଗଟେକ୍ ଜେସନ୍ ନାଉଁର୍ ଗରେ ଜାଇ, ତାର୍ ଗର୍ ଚପିପାକାଇଲାଇ ।
ଏ କାତା କଇ ସେମନ୍, ଲକ୍ମନ୍କେ ଆରି ସାସନ୍କାରିଆର୍ ବିରଦେ ଆଉଲି ଅଇକରି ବେସି ରିସା କରାଇଲାଇ ଆରି ଗଣ୍ଡ୍ଗଲ୍ କରାଇଲାଇ ।