ପେରିତ୍ 17:5 - ସତିଅର୍ ବାଟ୍ ନୁଆ ନିୟମ୍ 20205 ମାତର୍ କେତେଟା ଜିଉଦିମନ୍ ପାଉଲ୍ ଆରି ସିଲାକେ କୁଟ୍ କରି, କାଇ କାମ୍ ନ କର୍ବା ଅଲ୍ସିଆ ଲକ୍ମନ୍କେ ଏକ୍ଜୁଟ୍ କଲାଇ, ଆରି ଟୁଲିଆଇ, ଗୁଲାଇ ଗଡ୍ ଜାକର୍ ଲକ୍କେ ଉସ୍କାଇ ରିସା କରାଇଲାଇ । ସେମନ୍ ପାଉଲ୍ ଆରି ସିଲାକେ କଜି ଆନ୍ବାକେ ଗଟେକ୍ ଜେସନ୍ ନାଉଁର୍ ଗରେ ଜାଇ, ତାର୍ ଗର୍ ଚପିପାକାଇଲାଇ । အခန်းကိုကြည့်ပါ။ |
ମୁଇ ଜିବାବେଲେ ବାଟେ, ମର୍ ମୁଆଟେ କେତେକ୍ କେତେକ୍ ବିପଦ୍ ଆଇଲା । ଜେନ୍ତିକି, ବନିଆର୍ ବିପଦେ, ଚର୍ମନର୍ ବିପଦେ, ମର୍ ଜିଉଦି ବାଇମନର୍ ବିପଦେ, ଜିଉଦି ନ ଅଇଲା ଲକ୍ମନର୍ ବିପଦେ, ସଅରେ ଅଇରଇବା ବିପଦେ, କିନରା ଜାଗା ମନର୍ ବିପଦେ, ଡଙ୍ଗରର୍ ଜଁତ୍ ଜିଆଦ୍ ମନର୍ ବିପଦେ, ସମ୍ଦୁରେ ବନିଆ ଆଇଲାବେଲର୍ ବିପଦେ ଆରି କିରିସ୍ଟର୍ ବିସ୍ବାସିମନ୍ ବଲି ନାଡାଇ ଅଇରଇବା ଲକ୍ମନର୍ ବିପଦେ ।