ପେରିତ୍ 17:30 - ସତିଅର୍ ବାଟ୍ ନୁଆ ନିୟମ୍ 202030 ଲକ୍ମନ୍ ପରମେସର୍କେ ଜାନି ନ ରଇଲା ବେଲେ, ସେ ଦସ୍ ଦାରି ନ ରଇଲା, ମାତର୍ ଏବେ ସବୁ ଜାଗାର୍ ସବୁ ଲକ୍ମନ୍କେ, ସେମନର୍ ପାପ୍ ବାଟେଅନି ବାଅଡ୍ବାକେ ଆଦେସ୍ ଦେଲାନି । အခန်းကိုကြည့်ပါ။ |
କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ ଜନ୍ଟା କର୍ବାକେ ମନ୍ କର୍ବାଇ, ସେନ୍ତାରି ତମେମିସା କର୍ତେ ରଇଲାସ୍ । ଆରି ସେନ୍ତାରି କରି କରି ଚୁଚାଇ ଚୁଚାଇ ଦିନ୍ ଗାଲା । ତମର୍ ଗାଗଡର୍ ପାପେରଇବା ଗୁନ୍ଚଲନ୍ ଇସାବେ ଲାଜର୍ ବିସଇ, ପାଦ୍ରା କାମ୍ କର୍ବାକେ ମନ୍ କର୍ବା ବିସଇ, ମାତିରଇବା ବିସଇ, କରାପ୍ ବିସଇଟାନେ ମଜାମଜ୍ଲିସ୍ କର୍ବା ବିସଇ ଆରି ପର୍ମେସର୍ ଗିନ୍କର୍ବା ପୁତ୍ଲା ପୁଜା କର୍ବାଟାମନ୍ କର୍ତେରଇଲାସ୍ ।