ପେରିତ୍ 17:25 - ସତିଅର୍ ବାଟ୍ ନୁଆ ନିୟମ୍ 202025 ଆମେ ତାର୍ ପାଇ କାମ୍ କରି ତାକେ ଦେଇପାର୍ବୁ ପାରା କାଇଟା ମିସା ସେ ମନ୍ କରେ ନାଇ । କାଇକେବଇଲେ ସେ ସବୁକେ ଜିବନ୍, ପବନ୍ ଆରି ସବୁ ଦର୍କାର୍ ରଇଲାଟା ଦେଲାଆଚେ । အခန်းကိုကြည့်ပါ။ |
ଏ ଜିବନର୍ ବିସଇନେଇ ଜେତ୍କି ଲକ୍ମନ୍ ସାଉକାର୍ ଅଇ ଆଚତ୍, ବିନ୍ ଲକ୍ମନର୍ଟାନେଅନି ସେମନ୍ ନିକ ବଲି ନ ବାବ୍ବାକେ ତିଆର୍ । ଦନ୍ ସଁପତି ଉପ୍ରେ ବେସି ଆସା କର୍ବାର୍ ନାଇ ବଲି ସେମନ୍କେ ସିକା । କାଇକେବଇଲେ ଡାବୁ ଦାପ୍ରେ ମାୟାଅଇଜାଇସି । ତାର୍ ବାଦୁଲେ ସେମନ୍କେ ଲଡାକେ ଲାଗ୍ବା ବିସଇ ସବୁ ଦେବାକେ ପର୍ମେସରର୍ଟାନେ ଆସା ରକ୍ବାକେ ସିକାଇଦେସ୍ । ସେ ଆକା ଆମର୍ପାଇ କାଇଟା ନ ଦେକି, ସବୁ ବିସଇ ସାର୍ଦା କର୍ବାକେ ଦେଇସି ।