ପେରିତ୍ 17:23 - ସତିଅର୍ ବାଟ୍ ନୁଆ ନିୟମ୍ 202023 କାଇକେବଇଲେ, ମୁଇ ତମର୍ ନଅରେ ବୁଲି ଦେକ୍ଲା ବେଲେ, ତମର୍ ପୁଜା କର୍ବା ଜାଗାମନ୍ ଦେକ୍ଲି । ତେଇ ଗଟେକ୍ ବେଦି ରଇଲା । ଗଟେକ୍ ନ ଜାନ୍ଲା ଦେବ୍ତାକେ, ଲେକାରଇଲାଟା ମିସା ଦେକ୍ଲି । ତମେ ଜାକେ ନାଜାନି ପୁଜାକଲାସ୍ନି । ଏବେ ତାର୍ ବିସଇ ତମ୍କେ ଜାନାଇଲିନି । အခန်းကိုကြည့်ပါ။ |