ପେରିତ୍ 17:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ସେଟାର୍ପାଇ ସେମନ୍ ପାଉଲ୍କେ ଦାରି ସେ ନଅରର୍ ବିଚାର୍ କର୍ବା ଜାଗା, ଜନ୍ଟା କି ଏରିଅପାଗସ୍ ତେଇ ଆନ୍ଲାଇ । ଆରି ତେଇ କଇଲାଇ, “ତୁଇ ଜନ୍ ନୁଆ ସିକିଆ ବିସଇ କଇଲୁସ୍ନି, ସେ ବିସଇ ଆମେ ଜାନ୍ବାକେ ମନ୍ କଲୁନି ।” အခန်းကိုကြည့်ပါ။ |