ପେରିତ୍ 17:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ମାତର୍ ଜେଡେବଲ୍ ତେସ୍ଲନିର୍ ଜିଉଦିମନ୍ ସୁନ୍ଲାଇ ଜେ ବେରିଆତେଇ ମିସା ପାଉଲ୍ ପରମେସରର୍ ବାକିଅ ଜାନାଇଲାନି, ସେମନ୍ ତେଇ ଆସି ପାଉଲର୍ ବିରଦେ ଗଣ୍ଡ୍ଗଲ୍ କର୍ବାକେ ଲକ୍ମନ୍କେ ଉସ୍କାଇଲାଇ । အခန်းကိုကြည့်ပါ။ |
ମୁଇ ଜିବାବେଲେ ବାଟେ, ମର୍ ମୁଆଟେ କେତେକ୍ କେତେକ୍ ବିପଦ୍ ଆଇଲା । ଜେନ୍ତିକି, ବନିଆର୍ ବିପଦେ, ଚର୍ମନର୍ ବିପଦେ, ମର୍ ଜିଉଦି ବାଇମନର୍ ବିପଦେ, ଜିଉଦି ନ ଅଇଲା ଲକ୍ମନର୍ ବିପଦେ, ସଅରେ ଅଇରଇବା ବିପଦେ, କିନରା ଜାଗା ମନର୍ ବିପଦେ, ଡଙ୍ଗରର୍ ଜଁତ୍ ଜିଆଦ୍ ମନର୍ ବିପଦେ, ସମ୍ଦୁରେ ବନିଆ ଆଇଲାବେଲର୍ ବିପଦେ ଆରି କିରିସ୍ଟର୍ ବିସ୍ବାସିମନ୍ ବଲି ନାଡାଇ ଅଇରଇବା ଲକ୍ମନର୍ ବିପଦେ ।