ପେରିତ୍ 17:11 - ସତିଅର୍ ବାଟ୍ ନୁଆ ନିୟମ୍ 202011 ତେସଲନିର୍ ଜିଉଦିମନର୍ ଟାନେଅନି ବେରିଆର୍ ଜିଉଦିମନ୍ କୁଲାକୁଲି ମନ୍ ରଇବା ଲକ୍ ରଇଲାଇ । ସେମନ୍ ଅଦିକ୍ ମନ୍ଦିଆନ୍ ଦେଇ ସିସ୍ମନର୍ ସିକିଆ ସୁନ୍ଲାଇ । ଆରି ପାଉଲ୍ କଇଲା କାତା, ସତ୍ କି ନାଇ ବଲି ଜାନ୍ବାକେ ସବୁ ଦିନ୍ ଦରମ୍ ସାସ୍ତର୍ ପଡ୍ତେରଇଲାଇ । အခန်းကိုကြည့်ပါ။ |