4 ସେମନ୍ କେଟ୍ଲା ସବୁ ଜାଗାଇ ଜିଉଦି ନ ଅଇଲା ବିସ୍ବାସିମନର୍ପାଇ, ଜିରୁସାଲମର୍ ପାର୍ଚିନ୍ମନ୍ ଆରି ପେରିତ୍ମନ୍ ରାଜି ଅଇରଇବା ନିତିନିୟମ୍ ବିସଇ କଇଲାଇ । ଏ ସବୁ ନିୟମ୍ ମାନ୍ବାକେ ବିସ୍ବାସିମନ୍କେ କଇଲାଇ ।
ସେମନ୍ ଡାବୁ ଜମାଇକରି ବର୍ନବା ଆରି ସାଉଲର୍ ଆତେ, ମଣ୍ଡଲିର୍ ପାର୍ଚିନ୍ମନର୍ ଲଗେ ପାଟାଇ ଦେଲାଇ ।
ଏ ବିସଇ, ସେମନର୍ ସଙ୍ଗ୍ ପାଉଲ୍ ଆରି ବର୍ନବା ବେସି ଦଦାପେଲା ଅଇଲାଇ । ତେବର୍ପାଇ ଆନ୍ଟିଅକର୍ ବିସ୍ବାସିମନ୍ ରାଜି ଅଇଲାଇଜେ, ପାଉଲ୍ ଆରି ବର୍ନବା ଆରି ଆନ୍ଟିଅକ୍ ମଣ୍ଡଲିଅନି କେତେ ଲକ୍ ଜିରୁସାଲାମେ ଜାଅତ୍ ଆରି ତେଇର୍ ପାର୍ଚିନ୍ ଆରି ପେରିତ୍ ସିସ୍ମନର୍ ସଙ୍ଗ୍ ଏ ବିସଇ କାତା ଅଅତ୍ ।
ସେମନ୍ ଜିରୁସାଲାମ୍ କେଟ୍ଲା ପଚେ ମଣ୍ଡଲିର୍ ଲକ୍, ପେରିତ୍ ସିସ୍ମନ୍ ଆରି ମଣ୍ଡଲିର୍ ପାର୍ଚିନ୍ମନ୍କେ ବେଟ୍ଅଇଲାଇ । ଆରି ପରମେସର୍ ତାକର୍ଲଗେ କରିରଇବା କାମ୍ ବିସଇ ପାଉଲ୍ ଆରି ବର୍ନବାକେ ଜାନାଇଲାଇ ।
ଏ ବିସଇ ଆଲ୍ଚନା କର୍ବାକେ ପେରିତ୍ ସିସ୍ମନ୍ ଆରି ମଣ୍ଡଲିର୍ ପାର୍ଚିନ୍ ରୁଣ୍ଡ୍ଲାଇ ।