38 ସନିଅମନ୍ ରମିଅ ସାସନ୍କାରିଆକେ ଏ କାତା ଜାନାଇଲାଇ । ପାଉଲ୍ ଆରି ସିଲା ରମିଅ ଲକ୍ ବଲି ସୁନି ସେମନ୍ ଡରିଗାଲାଇ ।
ସେଟାର୍ପାଇ ଏରଦ୍ ଜଅନ୍କେ ମରାଇବାକେ ଜଜ୍ନା କର୍ତେରଇଲା, ମାତର୍ ସେ ଜିଉଦି ଲକ୍ମନ୍କେ ଡର୍ତେରଇଲା । କାଇକେବଇଲେ ଜିଉଦି ଲକ୍ମନ୍ ଜଅନ୍ ଗଟେକ୍ ବବିସତ୍ବକ୍ତା ବଲି ମାନ୍ତେରଇଲାଇ ।
ସେଟାର୍ ପାଇ ସେମନ୍ ତାକେ ବାନ୍ଦାଇ ନେବାକେ ଚେସ୍ଟା କଲାଇ, ମାତର୍ ଲକ୍ମନ୍କେ ଡରି ସେମନ୍ ସେଟା କରି ନାପାର୍ଲାଇ, କାଇକେବଇଲେ ଲକ୍ମନ୍ ଜିସୁକେ ଗଟେକ୍ ବବିସତ୍ବକ୍ତା ବଲି ମନେ ବାବ୍ତେରଇଲାଇ ।
“ଆରି ଜେଡେବେଲେ ସେମନ୍ ତମ୍କେ ଜିଉଦି ଲକ୍ମନର୍ ପାର୍ତନା ଗରେ, ସାସନ୍ କର୍ବା ଲକ୍ମନର୍ଟାନେ କି ବିନ୍ ବିନ୍ ଅଦିକାରି ମନର୍ଟାନେ ବାନ୍ଦିନେଲେ, ସେଡ୍କିବେଲେ କାଇଟାବଲି କଇସା, ସେ ବିସଇ ନେଇକରି ଚିନ୍ତା କରାନାଇ ।
ଆରିଗଟେକ୍ ଦିନର୍ ସାକାଲେ ରମିଅ ସାସନ୍କାରିଆମନ୍ ସେ ଲକ୍ମନ୍କେ ଚାଡି ଦିଆସ୍ ବଲି ଜାଗୁଆଲ୍ମନ୍କେ କଇକରି ପାଟାଇଲାଇ ।
ଏଟା ସୁନିକରି ଜନ୍ଲକ୍ମନ୍ ପାଉଲ୍କେ ପାଚାର୍ବାର୍ ଜାଇରଇଲାଇ, ସେମନ୍ ପଚ୍କେ ଗୁଚ୍ଲାଇ । ପାଉଲ୍ ଗଟେକ୍ ରମିୟ ଲକ୍ ବଲି ଜାନ୍ଲାକେ, ସେମନର୍ ନେତା ମିସା ଡର୍ଲା । କାଇକେବଇଲେ ପାଉଲ୍କେ ସିକ୍ଲି ସଙ୍ଗ୍ ବାନ୍ଦ୍ବାକେ ସେ ସେ ତିଆରିରଇଲା ।