26 ସେଡ୍କିବେଲେ, ଅଟାତ୍ ବେସି ଦର୍ତନି ଚୁଲ୍ବୁଲ୍ଲା ଆରି ବନ୍ଦି ଗରର୍ ପାକାଇଲା କୁନାଦି ପାକ୍ନା ଆଲିଗାଲା, ସେ ଦାପ୍ରେ କାପାଟ୍ମନ୍ ଉଗାଡି ଅଇଗାଲା ଆରି ସବୁ ବନ୍ଦିମନର୍ ସିକ୍ଲି କୁସ୍ଲି ଗାଲା ।
ସେଡ୍କିବେଲେ ଅଟାତ୍ ଦର୍ତନି ଚୁଲ୍ବୁଲିଗାଲା । ଏଦେ ଦେକା ! ମାପ୍ରୁର୍ ଗଟେକ୍ ସରଗ୍ ଦୁତ୍ ଉତ୍ରି ଆସି, କବର୍ ମୁଆଟେ ଡାବିରଇଲା ପାକ୍ନା ଡୁଲ୍ଗୁଡାଇଦେଇ ତାର୍ ଉପ୍ରେ ବସି ରଇଲା ।
ସେମନ୍ ଜାଗୁଆଲ୍ମନ୍ ରଇବା ଦୁଇଟା ଜାଗା ଜିତିକରି ପଚେ ନଅରେ ପୁର୍ବା ଲୁଆ କାପାଟ୍ ରଇବା ଲଗେ ଆଇଲାଇ । ତାକର୍ପାଇ ଲୁଆ କାପାଟ୍ ତାର୍ମନ୍କେସେ ଉଗାଡିଅଇଗାଲା ଆରି ସେମନ୍ ବାରଇ ଉଟିଆଇଲାଇ । ସେମନ୍ ବାଟେ ଇଣ୍ଡୁ ଇଣ୍ଡୁ ଅଟାତ୍ ସରଗର୍ ଦୁତ୍ ପିତର୍କେ ଚାଡି ମାୟା ଅଇଗାଲା ।
ସେ ଦାପ୍ରେ, ଏଦେ ଦେକା ! ମାପ୍ରୁର୍ ଗଟେକ୍ ଦୁତ୍ ଆସି ପିତରର୍ ମୁଆଟେ ଟିଆଅଇଲା ଆରି ଗୁଲାଇ ବାକ୍ରା ଉଜଲ୍ ଅଇଗାଲା । ସରଗର୍ ଦୁତ୍ ପିତର୍କେ କନ୍ଦେ ଦାରି ଚୁଲ୍ବୁଲାଇଲା ଆରି ସଇଲାଟାନେଅନି ଉଟାଇକରି କଇଲା “ଦାପ୍ରେ ଉଟ୍ !” ଉଟ୍ଲା ଦାପ୍ରେ ବାନ୍ଦି ଅଇରଇଲା ସିକ୍ଲି କୁସ୍ଲିଗାଲା ।
ସେମନ୍ ପାର୍ତନା କରିସାରାଇଲା ପଚେ ଜନ୍ ଜାଗାଇ ରୁଣ୍ଡିରଇଲାଇ, ସେଟା ଚୁଲ୍ବୁଲିଗାଲା । ସେମନ୍ ସବୁ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇଲା । ଆରି ନ ଡର୍ତେ ପର୍ମେସରର୍ କାତା ଜାନାଇବାର୍ ଦାର୍ଲାଇ ।
ମାତର୍ ସେ ରାତି ମାପ୍ରୁର୍ ଗଟେକ୍ ଦୁତ୍ ବନ୍ଦିଗରର୍ କାପାଟ୍ ଉଗାଡିଦେଲା ଆରି ସେମନ୍କେ ମୁକ୍ଲାଇ ଆନି କଇଲା,
ସେଡ୍କିବେଲେ, ଏଦେ ଦେକା ! ବେସି ଦର୍ତନି ଚୁଲ୍ବୁଲି ଗାଲା । ନଅରର୍ ଦସ୍ବାଗେଅନି ଗଟେକ୍ ବାଗ୍ କୁରୁପ୍ନାସ୍ ଅଇଗାଲା । ଆରି ତେଇ ୭,୦୦୦ ଲକ୍ମନ୍ ମରିଗାଲାଇ । ବାକି ରଇଲା ଲକ୍ମନ୍ ଡରିକରି ସର୍ଗେ ରଇବା ପର୍ମେସରର୍ ବପୁକେ ଡାକ୍ପୁଟା କଲାଇ ।
ଆରି ଏଦେ ଦେକା ! ମେଣ୍ଡା ପିଲା ଚଅ ଲମର୍ ସିଲ୍ ବାଙ୍ଗାଇବାଟା ମୁଇ ଦେକ୍ଲି । ତେଇ ଦର୍ତନି ଜବର୍ଅଇତେ ଚୁଲ୍ବୁଲ୍ଲା । ବେଲ୍ କାଲିଆ ଅଇ କର୍କର୍ସା ରଇବା ଲୁଗାପାରା ଅଇଗାଲା ଆରି ଜନ୍ ବନି ପାରା ପୁରାପୁରୁନ୍ ରଙ୍ଗ୍ ଅଇଗାଲା ।