ପେରିତ୍ 16:14 - ସତିଅର୍ ବାଟ୍ ନୁଆ ନିୟମ୍ 202014 ସେମନର୍ ବିତ୍ରେଅନି ତୁୟଟିରା ଗଡର୍ ଲୁଦିଆ ନାଉଁର୍ ଗଟେକ୍ ମାଇଜି, ଆମର୍ କାତା ସୁନ୍ତେରଇଲା । ସେ ବେସି ଦାମ୍ ଅଇବା ଜାମ୍କଲିଆ ରଙ୍ଗର୍ ଲୁଗା ବିକ୍ତେରଇଲା । ସେ ପରମେସର୍କେ ପାର୍ତନା କର୍ବା, ଜିଉଦି ନ ଅଇଲା ଲକ୍ । ପାଉଲ୍ ମାପ୍ରୁର୍ କାତା କଇଲାବେଲେ ସେଟା ନାମ୍ବାକେ ମାପ୍ରୁ ତାର୍ ମନ୍ ଉଗାଡିଦେଲା । အခန်းကိုကြည့်ပါ။ |