11 ଆମେ ତରଆଅନି ଜାଜେ ଚଗି ସିଦା ସାମ୍ତରା ଗାଲୁ ଆରି ତାର୍ ଆର୍କର୍ ଦିନେ ନିଆପଲି କେଟ୍ଲୁ ।
ସେଟାର୍ ପାଇ ସେମନ୍ ମିସିଆବାଟ୍ ଦେଇ ତରଆତେଇ ଗାଲାଇ ।
ସେମନ୍ ଆଗ୍ତୁ ଜାଇ ତରିୟାଇ ଆମ୍କେ ଜାଗି ରଇଲାଇ ।
ସେମନ୍କେ ପାଟାଇଦେଇକରି ଆମେ ତେଇଅନି ଜାଜେ ଚଗି ସିଦା କସ୍ ନାଉଁର୍ ଜାଗାଇ କେଟ୍ଲୁ । ତାର୍ ଆର୍କର୍ ଦିନେ ରଦେ କେଟ୍ଲୁ, ସମ୍ଦୁର୍ ପାଲି ପାଲି ଜାଇ ପାତାରା ନାଉଁର୍ ଜାଗାଇ ଗାଲୁ ।
କିସ୍ଟର୍ ସୁବ୍କବର୍ ଜାନାଇବାକେ ମୁଇ ଜେଡେବେଲେ ଆଇଲି, ତର୍ଆୟାଇ ସେବା କାମର୍ପାଇ ମାପ୍ରୁର୍ ବାଟ୍ ମେଲାଅଇଆଚେ ବଲି ମୁ ଜାନି ପାର୍ଲି ।
ତୟସ୍ ନଅର୍ ଚାଡ୍ଲାବେଲେ କର୍ପର୍ ଗରେ ମୁଇ ମର୍ ଅଡ୍ବାଟା ଚାଡିଆଚି । ତୁଇ ଆଇବାବେଲେ ସେଟା ଦାରିଆଉ । ଆରି ମର୍ ବଇପତର୍ମନ୍ ଆରି ଲଡାକେ ଆଇବା କାଗଜ୍ପତର୍ ମିସା ଦାରିଆଉ । ମେଣ୍ଡାର୍ ଚାମ୍ ସଙ୍ଗ୍ ତିଆର୍ ଅଇଲାଟା ଚାଡ୍ବାର୍ ନାଇ ।