ପେରିତ୍ 16:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ତେଇଅନି ପାଉଲ୍ ଦର୍ବି ଆରି ଲୁସ୍ତାରାଇ ଆଇଲା । ସେ ନଅରେ ତିମତି ନାଉଁର୍ ଗଟେକ୍ ବିସ୍ବାସି ଲକ୍ ରଇଲା । ତାର୍ ମାଆ ଗଟେକ୍ ଜିଉଦି ବିସ୍ବାସି ରଇଲା । ମାତର୍ ତାର୍ ବାବା ଗଟେକ୍ ଗିରିକ୍ ଲକ୍ ରଇଲା । အခန်းကိုကြည့်ပါ။ |
ସେଟାର୍ପାଇ ମୁଇ ତିମତିକେ ତମର୍ ଲଗେ ପାଟାଇ ଆଚି । ମୁଇ ତାକେ ଆଲାଦ୍ କଲିନି । ସେ ମର୍ ନିଜର୍ ପିଲା ପାରା ଆରି ମାପ୍ରୁର୍ ସେବାକାମେ ସବୁ ନିକସଙ୍ଗ୍ କର୍ସି । ଜେଡ୍କିବେଲେ ସେ ତମର୍ଟାନେ ଆଇସି, କିରିସ୍ଟର୍ତେଇ ମିସ୍ଲାର୍ ପାଇ ବଲି ମୁଇ କେନ୍ତି ଚଲାଚଲ୍ତି କଲିନି, ସେ ବିସଇନେଇ ସେ ତମ୍କେ କଇସି । ସେ ସମାନ୍ ବିସଇ, ସବୁ ମଣ୍ଡଲିର୍ ବିସ୍ବାସିମନ୍କେ ମୁଇ ସିକାଇଲିନି ।
କାଇକେବଇଲେ ଜଦି ତମେ ଗଟେକ୍ ବିସ୍ବାସି ମାଇଜି, ବିସ୍ବାସ୍ ନ କର୍ବା ମୁନୁସ୍କେ ବିବା ଅଇଆଚାସ୍, ତର୍ ମୁନୁସ୍ ତର୍ ସଙ୍ଗ୍ ମିସ୍ଲାର୍ପାଇ ତାକେ ପର୍ମେସର୍ ତାର୍ ନିଜର୍ ସୁକଲ୍ ଲକ୍ କଲାଆଚେ । ସେନ୍ତାରିସେ ବିସ୍ବାସ୍ ନ କରିରଇବା ମାଇଜିକେ, ପର୍ମେସର୍ ଡାକ୍ଲା ଆଚେ । କାଇକେବଇଲେ ସେ ବିସ୍ବାସ୍ କର୍ବା ମନସ୍ ସଙ୍ଗ୍ ମିସ୍ଲା ଆଚେ । ଏନ୍ତାରି ନ ରଇଲେ ତମର୍ ପିଲାମନ୍ ବିସ୍ବାସ୍ ନ କର୍ବା ଲକର୍ ପିଲାମନର୍ପାରା ଅଇତାଇ । ମାତର୍ ଏବେ ସେମନ୍କେ ମିସା ପର୍ମେସର୍ ତାର୍ ନିଜର୍ ଲକ୍ କଲାଆଚେ ।