ପେରିତ୍ 15:40 - ସତିଅର୍ ବାଟ୍ ନୁଆ ନିୟମ୍ 202040 ମାତର୍ ପାଉଲ୍ ତାର୍ସଙ୍ଗ୍ ଜିବାକେ ସିଲାକେ ବାଚ୍ଲା । ଆରି ମାପ୍ରୁର୍ ଜିବନ୍ଦୁକାନି ତେଇ ସେମନ୍କେ ସର୍ପିଦେଇ, ବିସ୍ବାସିମନ୍ ପାଟାଇ ଦେଲାଇ । အခန်းကိုကြည့်ပါ။ |
ପଚେ ପେରିତ୍ ସିସ୍ମନ୍, ମଣ୍ଡଲିର୍ ପାର୍ଚିନ୍ମନ୍, ଆରି ସବୁ ମଣ୍ଡଲିର୍ ବାଇମନ୍ ରୁଣ୍ଡ୍ଲାଇ । ସେମନ୍ ରାଜିଅଇରଇବା କାତା ଆନ୍ଟିଅକର୍ ବିସ୍ବାସିମନ୍କେ ଜାନାଇବାକେ ପାଉଲ୍ ଆରି ବର୍ନବା ସଙ୍ଗ୍ ଜିବାକେ କେତେଲକ୍କେ ବାଚ୍ଲାଇ । ବର୍ସବା ନାଉଁର୍ ଜିଉଦା ଆରି ସିଲାକେ ବାଚ୍ଲାଇ । ଏ ଦୁଇଲକ୍କେ ସବୁ ବିସ୍ବାସିମନ୍ ସନ୍ମାନ୍ ଦେଇତେରଇଲାଇ ।