38 ମାତର୍ ପାଉଲ୍ କଇଲା “ନିଚୁ, କାଇକେ ବଇଲେ, ପପୁଲିଆଇ ଜନ୍ ଦିନେ ଆମର୍ କାମ୍ ସାରି ନ ରଇଲା, ସେ ଆମ୍କେ ଚାଡି ବାଉଡି ଉଟିଆଇଲା ।”
ଆରିଗଟେକ୍ ଲକ୍ କଇଲା, “ମାପ୍ରୁ ମୁଇ ତମର୍ସଙ୍ଗ୍ ଆଇବି, ମାତର୍ ଗରର୍ ଲକ୍ମନ୍କେ ଗାଲିନି ବଲି କଇକରି ଆଇବାକେ ଆଦେସ୍ ଦିଆ ।”
ପାଉଲ୍ ଆରି ତାର୍ ସଙ୍ଗ୍ ଜିବା ଲକ୍ମନ୍ ପାପସ୍ ଜାଗାଇ ଅନି ପାନିଜାଜେ ଜାଇ ପପୁଲିଆର୍ ପର୍ଗା ନାଉଁ ଜାଗାର୍ ଗଟେକ୍ ଗଡେ କେଟ୍ଲାଇ । ଜଅନ୍ମାର୍କ ତେଇ ସେମନ୍କେ ଚାଡିକରି ଜିରୁସାଲାମ୍ ବାଉଡିଗାଲା ।
ପିରିଜିଆ ଆରି ପପୁଲିଆ, ମିସର୍ ଆରି କୁରିଣି ଲଗେ ରଇଲା ଲିବିଆ ଜାଗାର୍ ଲକ୍ । ଆମର୍ ବିତ୍ରେ ରମ୍ରାଇଜେଅନି ଆସିରଇବା, ଜନମେ ଅନି ଜିଉଦି ଅଇଲା ଲକ୍ ଆଚୁ ଆରି ପଚେ ଜିଉଦି ଦରମ୍ ନେଲା ଲକ୍ ମିସା ଆଚୁ ।
ସେ ତା, ଦୁଇମନିଆ ଲକ୍, ସେ କର୍ବା ସବୁ କାମ୍ଟାନେ ତବିର୍ ନ ରଏ ।