34 ମାତର୍ ସିଲା ତେଇସେ ରଇବାଟା ଟିକ୍ ବଲି ତେଇ ରଇବାକେ ମନ୍ କଲା ।
ତାର୍ ପଚେ ବର୍ନବା ସାଉଲ୍କେ କଜ୍ବାକେ ତାର୍ସସ୍ ଜାଗାଇ ଗାଲା ।
ତେଇ କେତେ ଦିନ୍ ରଇଲା ପଚେ, ଜନ୍ଲକ୍ମନ୍ ସେମନ୍କେ ପାଟାଇରଇଲାଇ, ସେମନର୍ ଲଗେ ବାଉଡି ଜିବାକେ, ବିସ୍ବାସି ବାଇମନ୍ ସେମନ୍କେ ସାନ୍ତି ସଙ୍ଗ୍, ପାଟାଇ ଦେଲାଇ ।
ପାଉଲ୍ ଆରି ବର୍ନବା ଆନ୍ଟିଅକ୍ତେଇ କେତେ ଦିନ୍ ରଇକରି ବେସି ଲକ୍ମନର୍ ସଙ୍ଗ୍, ମିସିବିଡି ମାପ୍ରୁର୍ ବାକିଅ ଜାନାଇଲାଇ ଆରି ସିକିଆ ଦେଲାଇ ।
ତାର୍ ପଚେ ଆପଲ ଆକାୟା ରାଇଜେ ଜିବାକେ ଟିକ୍ କଲାକେ, ଏପିସର୍ ବିସ୍ବାସି ବାଇମନ୍ ତାକେ ସାଇଜ୍ କଲାଇ ଆରି ତାକେ ସାର୍ଦା ସଙ୍ଗ୍ ଗତିଆ କର୍ବାକେ କଇ ଆକାୟାର୍ ବିସ୍ବାସିମନ୍କେ ଚିଟି ଲେକ୍ଲାଇ । ସେ ତେଇ କେଟିକରି ପରମେସର ଜିବନ୍ ଦୁକାଇଲାକେ ବିସ୍ବାସି ଅଇରଇବା ଲକ୍ମନ୍କେ ବେସି ସାଇଜ କଲା ।
ବାଇ ଆପଲର୍ ବିସଇ ମୁଇ କଇଲିନି । ବିନ୍ ବିସ୍ବାସିମନର୍ ସଙ୍ଗ୍ ତମ୍କେ ବେଟ୍ ଅଇବାକେ ମୁଇ ତାକେ ବେସି ତର୍ ସାର୍ଦା କରାଇଲି, ମାତର୍ ସେ ଏବେ ଜିବାକେ ମୁଲ୍କେ ରାଜି ଅଏନାଇ । ପଚେ ସୁଜଗ୍ ମିଲ୍ଲେ ସେ ତମର୍ଟାନେ ଆଇସି ଆକା ।