31 ତେଇର୍ ବିସ୍ବାସିମନ୍ ସେ ଚିଟି ପଡିକରି ବେସି ସାର୍ଦା ଅଇଗାଲାଇ ।
ଜିଉଦାଇଅନି କେତେକ୍ ଲକ୍ ଆନ୍ଟିଅକ୍ ନଅରେ ଆଇଲାଇ । ସେମନ୍ ଆନ୍ଟିଅକର୍ ବିସ୍ବାସି ବାଇମନ୍କେ ଏନ୍ତି କଇକରି ସିକାଇଲାଇ, “ମସାର୍ ନିୟମ୍ ଇସାବେ ଜଦି ତମେ ସୁନତ୍ ନ ଉଆସ୍, ତମର୍ ପାପର୍ ଡଣ୍ଡେଅନି ମୁକ୍ତି ନ ପାଆସ୍ ।”
ସେନ୍ତି ଆଲେ ଗଟେକ୍ ବଡ୍ ବଜ୍ ପିଟିତେଇ ଲାଦିଦେଲାପାରା, ଆମର୍ ସବୁ ନିୟମ୍ ମାନ୍ବାର୍ ଆଚେ ବଲି କଇକରି ପର୍ମେସର୍କେ କାଇକେ ପରିକା କଲାସ୍ନି ? ଆଜି ଜନ୍ ବଜ୍ ବଇବାକେ, ଆମର୍ ଆନିଦାଦିମନ୍ କି ଆମେ ମିସା ବଇ ନାପାର୍ତେ ରଇଲୁ।
ଜନ୍ କବର୍ କଉମନ୍କେ ପାଟାଇ ରଇଲାଇ, ସେମନ୍ ଆନ୍ଟିଅକ୍ତେଇ ଜାଇ ବିସ୍ବାସିମନର୍ ସବୁ ଦଲ୍କେ ରୁଣ୍ଡାଇକରି ସେ ଚିଟି ଦେଲାଇ ।
ଜିଉଦା ଆରି ସିଲା ନିଜେ ଦୁଇ ଲକ୍ ବବିସତ୍ବକ୍ତା ରଇଲାଇ । ସେମନ୍ ଆନ୍ଟିଅକର୍ ବିସ୍ବାସି ବାଇମନ୍କେ ବେସିଦିନ୍ ରଇକରି, କବର୍ ଜାନାଇ, ସେମନର୍ ବିସ୍ବାସ୍ ଡାଟ୍ କଲାଇ ।
ସେଟାର୍ପାଇ ମଣ୍ଡଲିମନର୍ ଲକ୍ମନ୍ ବିସ୍ବାସେ ଡାଟ୍ ଅଇଲାଇ ଆରି ଦିନ୍କେ ଦିନ୍ ତାକର୍ ବିସ୍ବାସ୍ ବଡ୍ବାର୍ ଦାର୍ଲାଇ ।
ଏବେ ଆମେ ବାନ୍ଦ୍ନେଅନି ମୁକ୍ଲିଆଚୁ । ଆମ୍କେ କିରିସ୍ଟ ବାନ୍ଦନେଅନି ମୁକ୍ଲାଇଆଚେ । ସେଟାର୍ ପାଇ ଆମେ ବାନ୍ଦନ୍ କୁସ୍ଲାଇ ଡାଟ୍ ସଙ୍ଗ୍ ରଉଁ । ଆରି ତରେକ୍ ଗତିଦାଙ୍ଗ୍ଡାର୍ ବାନ୍ଦନେ ବାନ୍ଦିଅଇବାକେ ନ ଦେଉ ।
କାଇକେ ବଇଲେ ଆମେସେ ସତଇସେ ପର୍ମେସରର୍ ଲକ୍ । ଆମେସେ ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ ପର୍ମେସର୍କେ ଜୁଆର୍ କଲୁନି । ଆମେ ଜିସୁ କିରିସ୍ଟକେ ଡାକ୍ପୁଟା କଲୁନି । ଆମର୍ ନିଜର୍ ରିତିନିତି ସେ ମୁକିଅ ବଲି ଚଲୁନାଇ ।