21 କାଇକେବଇଲେ ବେସି ଦିନେଅନି ସବୁ ବିସ୍ରାମ୍ବାରେ ଆମର୍ ପାର୍ତନା ଗର୍ମନ୍କେ ମସାର୍ ନିୟମ୍ ପଡ୍ଲାଇନି, ଆରି ସବୁ ଗଡେ ସେ ନିୟମ୍ମନ୍ ଜାନାଇଲାଇନି ।”
ମାତର୍ ଅବ୍ରାଆମ୍ ତାକେ କଇଲା, “ସେମନ୍ ଜାଗ୍ରତ୍ ଅଇ ରଇବାକେ ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ କଇଲା କାତା ସବୁ ତାକର୍ ଲଗେ ଆଚେ । ସେଟା ସେମନ୍ ପଡିକରି ସିକତ୍ ।” ବଲି କଇଲା ।
ଏତ୍କିବିତ୍ରେ ନାଜରିତେ, ଜନ୍ ଜାଗାଇ କି ଜିସୁ ସାନ୍ବେଲେ ଅନି ବଡ୍ ଅଇରଇଲା, ସେ ଜାଗାଇ ଗାଲା । ଆରି ନିଜର୍ ରିତିନିତି ଇସାବେ, ବିସ୍ରାମ୍ ବାରେ ଜିଉଦିମନର୍ ପାର୍ତନା ଗରେ କେଟି ଦରମ୍ ସାସ୍ତର୍ ପଡ୍ବାକେ ଟିଆ ଅଇଲା ।
ମସାର୍ ନିୟମ୍ ଆରି ବବିସତ୍ବକ୍ତାମନର୍ ଲେକା ପଡ୍ଲା ପଚେ, ପାର୍ତନା ଚାଲାଉମନ୍ ସେମନ୍କେ ଏ କାତା କଇପାଟାଇଲାଇ, “ବାଇମନ୍ ଜଦି ଲକ୍ମନର୍ ସାର୍ଦା ବଡାଇବାପାରା ଉପ୍ଦେସ୍ ଦେବାର୍ ଆଚେ, ତେବେ କୁଆ ।”
ମାତର୍ ସେ ଆକା ଉଦାର୍କାରିଆ । ଜିରୁସାଲମର୍ ଲକ୍ ଆରି ସେମନର୍ ନେତାମନ୍ ବିସ୍ରାମ୍ବାରେ ବବିସତ୍ବକ୍ତାମନର୍ ଲେକାଇଅନି ପଡ୍ଲାଟା ଲକ୍ମନ୍ ବୁଜତ୍ନାଇ । ଏଲେମିସା ଜିସୁକେ ଦସି କରି ବବିସତ୍ବକ୍ତାମନର୍ କାତା ସିଦ୍ କଲାଇ ।