15 ପର୍ମେସର୍ କରିରଇବା ଏ କାମ୍ ବବିସତ୍ବକ୍ତାମନ୍ କଇରଇବାଟା ସଙ୍ଗ୍ ସମାନ୍ ଆଚେ ।
ଜାଗ୍ରତ୍, ବବିସତ୍ବକ୍ତାମନ୍ ଜାଇଟା କଇଲାଇ ଆଚତ୍, ସେଟା ଜେନ୍ତିକି ତମ୍କେ ନ ଗଟ ।
କାଇକେ ବଇଲେ ମାପ୍ରୁ ଆମ୍କେ ଏ ଆଦେସ୍ ଦେଲା ଆଚେ ।” ଆନ୍ଦାରେ ଉଜଲ୍ ଅଇଲାପାରା ଜିଉଦି ନ ଅଇଲା ଲକ୍ମନ୍କେ ମର୍ ବିସଇ ଜାନାଇବାକେ ମୁଇ ତମ୍କେ ବାଚିଆଚି । ଜେନ୍ତାରି କି ମୁଇ ସେମନ୍କେ ରକିଆ କରି ପାର୍ବି ବଲି ଦୁନିଆର୍ ସବୁ ଲକ୍ମନ୍କେ ତମେ କଇପାରାସ୍ ।
ମାପ୍ରୁ କଇଲା, “ତାର୍ ପଚେ ମୁଇ ନିଜେ ଦିନେକ୍ ବାଉଡି ଆଇବି, ଆରି ଦାଉଦର୍ ବାଙ୍ଗିଜାଇରଇବା ରାଇଜ୍ ଆରିତରେକ୍ ତିଆର୍ କର୍ବି । ଜେନ୍ତିକି ସେଟା ପୁରାପୁରୁନ୍ ଡାଟ୍ ରଇସି ।