ପେରିତ୍ 15:14 - ସତିଅର୍ ବାଟ୍ ନୁଆ ନିୟମ୍ 202014 ପରମେସର୍ ପର୍ତମେ ଜିଉଦି ନଅଇଲା ଲକ୍ମନ୍କେ ଆଲାଦ୍ କରି, ତାର୍ ନିଜର୍ ଲକ୍ ଅଅତ୍ ବଲି, ତାକର୍ ବିତ୍ରେ ଅନି, ଲକ୍ମନ୍କେ ବାଚ୍ଲାଇ । ଏ କାତା ସିମନ୍ ବୁଜାଇ ଦେଇଆଚେ । အခန်းကိုကြည့်ပါ။ |
ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ । ।