8 ଲୁସ୍ତାରାତେଇ ଜନ୍ମେଅନି ଗଡ୍ ବାଙ୍ଗ୍ଟି ରଇଲା ଗଟେକ୍ ଚଟା ଲକ୍ ରଇଲା । ସେ ବିଲ୍କୁଲ୍ ଇଣ୍ଡି ନାପାର୍ତେ ରଇଲା ।
ସେ ରଗି ଲକ୍ ଜିସୁକେ କଇଲା, “ଏ ଆଗିଆଁ ପାନି ଅଲ୍କା କଲାବେଲେ, ସେ ବନ୍ଦ୍ ବିତ୍ରେ ମକେ ନେବାକେ କେ ନାଇ । ଆରି ବନ୍ଦ୍ ବିତ୍ରେ ଜିବାକେ ଚେସ୍ଟା କଲାବେଲେ ବିନ୍ ଲକ୍ ମର୍ ଆଗ୍ତୁ ଉଟିଜିବାଇ ।”
ପାଉଲ୍ ଆରି ବରନ୍ବା ଦର୍ବିତେଇ ସୁବ୍ କବର୍ ଜାନାଇକରି ବେସି ଲକ୍ମନ୍କେ ସିସ୍କଲାଇ । ତାର୍ ପଚେ ସେମନ୍ ଲୁସ୍ତାରା, ଦର୍ବି, ଇକନିଅ ଆରି ପିସିଦିଆର୍ ଆନ୍ଟିଅକିତେଇ ବାଉଡି ଗାଲାଇ ।
ମାତର୍ ପାଉଲ୍ ଆରି ବର୍ନବା ସେଟା ଜାନିକରି ଲୁକାନିଆଇ ରଇବା ଲୁସ୍ତାରା ଆରି ଦର୍ବି ଗଡର୍ ଚାରିବେଡ୍ତିର୍ ଜାଗାଇ ଦାପ୍ରେ ପାଲାଇଲାଇ ।
ତେଇଅନି ପାଉଲ୍ ଦର୍ବି ଆରି ଲୁସ୍ତାରାଇ ଆଇଲା । ସେ ନଅରେ ତିମତି ନାଉଁର୍ ଗଟେକ୍ ବିସ୍ବାସି ଲକ୍ ରଇଲା । ତାର୍ ମାଆ ଗଟେକ୍ ଜିଉଦି ବିସ୍ବାସି ରଇଲା । ମାତର୍ ତାର୍ ବାବା ଗଟେକ୍ ଗିରିକ୍ ଲକ୍ ରଇଲା ।
ତେଇ ଗଟେକ୍ ଲକ୍ ରଇଲା । ସେ ଜନମେଅନି ଚଟା । ତାକେ ସବୁଦିନ୍ ଲକ୍ମନ୍ ବଇକରି ସୁନ୍ଦର୍ ବଲି କଇବା ମନ୍ଦିରର୍ ଡିଆଗଡି, ନିଆ ଆନା କର୍ତେରଇଲାଇ । ସେ ଜେନ୍ତିକି ମନ୍ଦିରେ ଆଇଲା ଲକ୍ମନ୍କେ ବିକ୍ ମାଙ୍ଗି ପାର୍ସି ।
ଜଦି ଆଜି ଏ ଚଟାର୍ ପାଇ କରିରଇଲା ନିମାନ୍ କାମର୍ଲାଗି ଆମ୍କେ ପର୍ସନ୍ କଲାସ୍ନି ଆରି ସେ କେନ୍ତାର୍ ନିମାନ୍ ଅଇଲା ବଲି ଜାନ୍ବାକେ ମନ୍ କଲାସ୍ନି,
ଲକ୍ମନ୍ ମକେ ଦୁକ୍ କସ୍ଟ ଦେଲାଟା ଆନ୍ଟିକିୟ, ଇକନିୟ ଆରି ଲୁସ୍ତା ନଅର୍ମନ୍କେ କାଇ କାଇଟା ଅଇରଇଲା ଆରି କେତେକ୍ ଅଦିକ୍ କସ୍ଟ ପାଇରଇଲି, ସେ ସବୁ ବିସଇ ତୁଇ ଜାନୁସ୍ । ମାତର୍ ମାପ୍ରୁ ଜିସୁ ମକେ ସବୁ ଦୁକ୍ କସ୍ଟ ଟାନେଅନି ରକିଆ କଲା ।