ପେରିତ୍ 14:27 - ସତିଅର୍ ବାଟ୍ ନୁଆ ନିୟମ୍ 202027 ସେମନ୍ ଆନ୍ଟିକିଅ କେଟି ମଣ୍ଡଲିର୍ ଲକ୍ମନ୍କେ ରୁଣ୍ଡାଇଲାଇ । ପରମେସର୍ ତାକର୍ଟାନେ କରିରଇବା ସବୁ କାମ୍ ସେମନ୍କେ ଜାନାଇଲାଇ । ଜିଉଦି ନ ଅଇଲା ଲକ୍ମନ୍ ଜିସୁଟାନେ ବିସ୍ବାସ୍ କର୍ବାକେ ପର୍ମେସର୍ କେନ୍ତି ବାଟ୍ ଉଗାଡ୍ଲା, ସେଟା ସବୁଜାକ ସେମନ୍କେ ଜାନାଇଲାଇ । အခန်းကိုကြည့်ပါ။ |