20 ମାତର୍ ବିସ୍ବାସିମନ୍ ଆସି ତାର୍ ଚାରିବେଟ୍ତି ଟିଆଅଇଲାକେ, ସେ ଉଟିକରି ତାକର୍ ସଙ୍ଗ୍ ଗଡ୍ ବିତ୍ରେ ବାଅଡ୍ଲା । ତାର୍ ଆର୍କର୍ ଦିନେ ସେ ଆରି ବର୍ନବା ଲୁସ୍ରା ଚାଡି ଦର୍ବିଏ ଗାଲାଇ ।
ତେଇ ତାକେ ବେଟ୍ପାଇ ବର୍ନବା ଆନ୍ଟିଅକେ ଡାକି ଦାରିଆଇଲା । ପୁରା ଗଟେକ୍ ବରସ୍ ଜାକ ବର୍ନବା ଆରି ସାଉଲ୍ ତେଇ ମଣ୍ଡଲିର୍ ବିସ୍ବାସିମନର୍ ସଙ୍ଗ୍ ମିସି, ଲକ୍ମନ୍କେ ସିକିଆ ଦେଲାଇ । ଏ ଆନ୍ଟିଅକର୍ ବିସ୍ବାସିମନ୍କେସେ ଲକ୍ମନ୍ ସିଗ୍ ପର୍ତୁମ୍ କିରିସ୍ଟାନ୍ ବଲି କଇରଇଲାଇ ।
ଆନ୍ଟିକିଅର୍ ସିସ୍ମନ୍ ଜିଉଦାଇ ରଇଲା ବିସ୍ବାସି ବାଇମନ୍କେ ତାକର୍ ପାର୍ଲା ଏତ୍କି ଡାବୁ ପାଟାଇବାକେ ଟିକ୍ କଲାଇ ।
ସେ ଆତ୍ ସାଗିଆକରି ସେମନ୍କେ ଚିମ୍ରା ଅଇବାକେ କଇଲା । ଆରି ମାପ୍ରୁ କେନ୍ତି ତାକେ ବନ୍ଦି ଗରେଅନି ବାର୍କରାଇ ଆନ୍ଲା, ସେ ବିସଇ ସେମନ୍କେ କଇଲା । ତାର୍ ପଚେ ଏ ସବୁ କାତା ଜାକୁବ୍ ଆରି ବିନ୍ ସବୁ ବାଇମନ୍କେ ଜାନାଆ ବଲି କଇଲା । ପଚେ ସେ ତେଇଅନି ବିନ୍ବାଟେ ଉଟିଗାଲା ।
ସେମନ୍ ବିସ୍ବାସିମନ୍କେ ବିସ୍ବାସେ ଡାଟ୍ଅଇ ରଇବାକେ ସାର୍ଦା କଲାଇ । ସେମନ୍ ସିକିଆ ଦେଇ କଇଲାଇ, “ପରମେସରର୍ ରାଇଜେ କେଟ୍ବାକେ ଆଲେ ଆମ୍କେ ବେସି ଦୁକ୍କସ୍ଟ ଦେଇ ଜିବାକେ ଅଇସି ।”
ପାଉଲ୍ ଆରି ବର୍ନବା ତେଇ ବିସ୍ବାସିମନର୍ ସଙ୍ଗ୍ ବେସି ଦିନ୍ ଜାକ ରଇଲାଇ ।
ମାତର୍ ପାଉଲ୍ ଆରି ବର୍ନବା ସେଟା ଜାନିକରି ଲୁକାନିଆଇ ରଇବା ଲୁସ୍ତାରା ଆରି ଦର୍ବି ଗଡର୍ ଚାରିବେଡ୍ତିର୍ ଜାଗାଇ ଦାପ୍ରେ ପାଲାଇଲାଇ ।
ତେଇଅନି ପାଉଲ୍ ଦର୍ବି ଆରି ଲୁସ୍ତାରାଇ ଆଇଲା । ସେ ନଅରେ ତିମତି ନାଉଁର୍ ଗଟେକ୍ ବିସ୍ବାସି ଲକ୍ ରଇଲା । ତାର୍ ମାଆ ଗଟେକ୍ ଜିଉଦି ବିସ୍ବାସି ରଇଲା । ମାତର୍ ତାର୍ ବାବା ଗଟେକ୍ ଗିରିକ୍ ଲକ୍ ରଇଲା ।
ପାଉଲ୍ ଆରି ସିଲା ବନ୍ଦି ଗରେଅନି ବାରଇ ଲୁଦିଆର୍ ଗରେ ଗାଲାଇ । ତେଇ ସେମନ୍ ବିସ୍ବାସି ବାଇମନ୍କେ ବେଟ୍ ଅଇ, ସେମନ୍କେ ସାର୍ଦା କରାଇ, ସେ ଜାଗା ଚାଡିଉଟିଗାଲାଇ ।
ଗଣ୍ଡ୍ଗଲ୍ ବନ୍ଦ୍ ଅଇଲା ପଚେ, ପାଉଲ୍ ବିସ୍ବାସିମନ୍କେ ଗଟେକ୍ତେଇ ରୁଣ୍ଡାଇ ସାର୍ଦାର୍ କାତା ସୁନାଇଲା । ସେମନ୍କେ ଜିବିବେ ବଲି କଇ, ତେଇଅନି ବାରଇ ମାକେଦନିଆଇ ଗାଲା ।
ଆମେ ମିଚୁଆ ବଲାଇଅଇଲୁନି । ମାତର୍ ସତ୍ କାତା କଇଲୁନି । ନାଜାନ୍ତେ ରଇଲେ ମିସା ସବୁଲକ୍ ଜାନି ଆଚତ୍ । ମଲା ସମାନ୍ ରଇଲୁ, ମାତର୍ ଆଜିକେ ଜାକ ବଁଚିଆଚୁ । ଡଣ୍ଡ୍ ପାଇଲୁ ମିସା ମରୁନାଇ ।