18 ଏତ୍କି କଇଲେ ମିସା, ପାଉଲ୍ ଆରି ବର୍ନବାର୍ପାଇ ବଲି ଦେବାର୍ ଆଚେଆକା ବଲି କଇଲାଇ ।
କାଇକେ ବଇଲେ ସେମନର୍ ବୁଦି ଉନା । ସେମନ୍ କାନେ ଚୁଟିଅଇ ଦେଇଆଚତ୍ ଆରି ଆଁକି ଲିମିଦେଇ ଆଚତ୍ । ସେନ୍ତାର୍ ନ ଅଇରଇଲେ ସେମନ୍ ଦେକିପାର୍ତାଇ, ସୁନିପାର୍ତାଇ ଆରି ମର୍ ଲଗେ ବାଉଡି ଆଇତାଇ । ସେମନ୍କେ ମୁଇ ନିକ କରିଦେଇତି ।
ସେଦାପ୍ରେସେ ଲକ୍ମନ୍ ଜିସୁକେ ରାଜା କରାଇବାକେ ତିଆର୍ ଅଇବାଟା ଜାନି, ତେଇଅନି ସେ ଗଟେକ୍ ଲକ୍ ଡଙ୍ଗର୍ ଉପ୍ରେ ଉଟିଗାଲା ।
ମାତର୍ ତାକର୍ ସବୁ ନିମାନ୍ କାମେଅନି ସେ ସବୁବେଲାଇ ଚିନ୍ ଦେକାଇଆଚେ; ସେ ଆକାସେଅନି ପାନି ଆରି ସମାନ୍ ବେଲାଇ କାଦି ପାଚାଇସି, ବେସି କାଦି ଜାଗାଇସି ଆରି ସାର୍ଦା ସଙ୍ଗ୍ ତମର୍ ମନ୍ ପୁରୁନ୍ ଅଇଜାଇସି ।”
ପଚେ ପିସିକିଆର୍ ଆନ୍ଟିଅକ ଆରି ଇକନିୟଅନି କେତେଟା ଜିଉଦିମନ୍ ଆଇଲାଇ । ସେମନ୍ ଲକ୍ମନ୍କେ ସୁତ୍ରାଇକରି ତାକର୍ବାଟେ ନେଲାଇ । ପାଉଲ୍କେ ପାକ୍ନାମାରାଇଲାଇ ଆରି ତାକେ ମଲାବଲି ବାବି ଗଡ୍ ବାଇରେ ଅର୍ଗଡି ଜିକିନେଲାଇ ।