14 ସେମନ୍ ଜନ୍ କାମ୍ କର୍ବାକେ ଜାଇରଇଲାଇ, ବର୍ନବା ଆରି ପାଉଲ୍ ସେଟା ସୁନ୍ଲା ଦାପ୍ରେ, ନିଜର୍ ବସ୍ତର୍ ଚିରିପାକାଇଲାଇ, ଲକ୍ମନର୍ ବିତ୍ରେ ପାଲାଇଜାଇ ଆଉଲିଅଇ କରି କଇଲାଇ,
ଏ କାତା ସୁନି ବଡ୍ ପୁଜାରି ତାର୍ ପିନ୍ଦି ରଇବାଟା ଚିରିପାକାଇ କଇଲା, “ଏଟା ସେ ପର୍ମେସର୍କେ ନିନ୍ଦା କର୍ବାଟା ! ଆରି ବିନ୍ ସାକି ଦର୍କାର୍ ନାଇ । ତମେ ଏବେସେ ଏ ଲକ୍ ପର୍ମେସର୍କେ ନିନ୍ଦା କର୍ବାଟା ସୁନ୍ଲାସ୍ ।
ବଡ୍ ପୁଜାରି ଏ କାତା ସୁନିକରି ବେସି ରିସାଅଇଜାଇ ତାର୍ ନିଜର୍ ପଚିଆ ଚିରିପାକାଇଲା ଆରି ସବୁଲକ୍ମନ୍କେ କଇଲା, “ଆମ୍କେ ଆରି କାଇ ସାକି ଦର୍କାର୍ ?”
ଇକନିଆ ନଅରର୍ ଲକ୍ମନ୍ ଦୁଇଟା ଦଲେ ବାଗ୍ ଅଇଲାଇ । ସେମନର୍ ବିତ୍ରେଅନି କେତେ ଲକ୍ ଜିଉଦିମନର୍ ବାଟେ ଆରି କେତେ ଲକ୍ ପେରିତ୍ ସିସ୍ମନର୍ ବାଟେ ଅଇଲାଇ ।
ମର୍ ଜାଇଟା ମନ୍ କଲାଟା, ସେଟା କାଇ କରିନାପାରି କି ? ମୁଇ କାଇ ଗଟେକ୍ ପେରିତ୍ ନଇ କି ? ମୁଇ କାଇ ଆମର୍ ମାପ୍ରୁ ଜିସୁର୍ ଦର୍ସନ୍ ପାଇ ନାଇ କି ? ତମେ ସବୁ, ମୁଇ ମାପ୍ରୁର୍ ପାଇ କରିରଇବା କାମର୍ ଲାଗି ବିସ୍ବାସ୍ କଲାସ୍ ନାଇ କି ?