ପେରିତ୍ 14:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ଗଡ୍ ବାଇରର୍ ମୁଆଟେ ରଇଲା ଜିଅସ୍ ମନ୍ଦିରର୍ ପୁଜାରି, ଦୁଆର୍ ଲଗେ କେତେଟା ପୁଲ୍ ମାଲା ପିନ୍ଦାଇକରି, କେତେଟା ସଣ୍ଡମନ୍କେ ଆନ୍ଲା । କାଇକେବଇଲେ ସେ ଆରି ସିତି ରୁଣ୍ଡ୍ଲା ଲକ୍ମନ୍ ପେରିତ୍ ସିସ୍ମନର୍ ପାଇ ବଲଦ୍ମନ୍କେ ବିରୁ କର୍ବାକେ ମନ୍ କରିରଇଲାଇ । အခန်းကိုကြည့်ပါ။ |