7 ସେ ସମ୍ଦୁର୍ ମଜାଇ ରଇଲା ଜାଗାର୍ ସାସନ୍ କାରିଆର୍ ସର୍ଗିଅ ପାଉଲର୍ ମଇତର୍ ରଇଲା । ସର୍ଗିଅସ୍ ଗଟେକ୍ ଗିଆନି ଲକ୍ ରଇଲା । ସେ ପରମେସରର୍ ବାକିଅ ସୁନ୍ବାକେ ମନ୍ କରି ବର୍ନବା ଆରି ପାଉଲ୍କେ ଡାକାଇଲା ।
ଏଟା ଦେକି ସାସନ୍କାରିଆର୍ ବିସ୍ବାସ୍ ଅଇଲା, କାଇକେ ବଇଲେ ମାପ୍ରୁର୍ ସିକିଆ ସୁନି ସେ କାବା ଅଇଜାଇରଇଲା ।
ମାତର୍ ଗୁନିଆଁ ଏଲିମାସ୍, (ଏଟା ତାର୍ ଗିରିକ୍ ନାଉଁ) ସେମନ୍କେ ନିଚୁ ବଲି କଇଲା, କାଇକେ ବଇଲେ, ସେ ସାସନ୍ କାରିଆ କିରିସ୍ଟକେ ବିସ୍ବାସ୍ ନ କର ବଲି ବାବ୍ତେ ରଇଲା ।
ଗାଲିୟନ୍ ଆକାୟର୍ ରମିଅ ସାସନ୍କାରିଆ ରଇଲା ବେଲେ, ଜିଉଦିମନ୍ ଏକ୍ଜୁଟ୍ଅଇ ପାଉଲ୍କେ ଦାରି ବିଚାର୍ନା ଜାଗାଇ ନେଲାଇ ।
ଜଦି ଦିମିତିରିୟ ଆରି ତେଇର୍ ପୁତ୍ଲା ତିଆର୍କରୁମନ୍କେ, କାର୍ ବିରଦେ ଦାବାକର୍ବାଟା ଆଚେ, ସେଟା ବିଚାର୍ କର୍ବାକେ ଆମର୍ ଲକ୍ମନ୍ ଆଚତ୍ । ଆରି ବିଚାର୍ ଅଇବା ଗଟେକ୍ ଦିନ୍ ଆଚେ । ତେଇ ସେ ଦାବା ବିସଇ କଇପାରାସ୍ ।
ସବୁ ବିସଇ ପରିକା କରି ଦେକା, ଜନ୍ଟା ସତ୍, ସେଟା ଚାଡାନାଇ ।