44 ତାର୍ ଆର୍କର୍ ବିସ୍ରାମ୍ବାରେ ଆନ୍ଟିଅକିଅ ଗଡର୍ ସବୁ ଲକ୍ ମାପ୍ରୁର୍ ବାକିଅ ସୁନ୍ବାକେ ଜିଉଦିମନର୍ ପାର୍ତନା ଗରେ ରୁଣ୍ଡ୍ଲାଇ ।
ଆରି ସେ ଗଡର୍ ସବୁ ଲକ୍ମନ୍ ଜିସୁକେ ଦେକ୍ବାକେ ଆଇଲାଇ । ସେମନ୍ ତାକେ ଦେକିକରି ସେ ଜାଗା ଚାଡି ଜା ବଲି ଗୁଆରି କଇଲାଇ ।
ସେମନ୍ ପର୍ଗାଇଅନି ଜାଇ ପିସିଦିଆର୍ ଆନ୍ଟିଅକେ କେଟ୍ଲାଇ । ଆରି ବିସ୍ରାମ୍ବାର୍ ଦିନେ ପାର୍ତନା ଗରେ ଜାଇ ବସ୍ଲାଇ ।