ପେରିତ୍ 13:43 - ସତିଅର୍ ବାଟ୍ ନୁଆ ନିୟମ୍ 202043 ଲକ୍ମନ୍ ପାର୍ତନା ଗରେଅନି ଉଟିଗାଲା ପଚେ, ବେସି ଜିଉଦିମନ୍ ଆରି ଜିଉଦି ଦରମ୍ ନେଇରଇବା ଜିଉଦି ନ ଅଇଲା ଲକ୍ମନ୍, ସାଉଲ୍ ଆରି ବର୍ନବାର୍ ସଙ୍ଗ୍ ଜିବାର୍ଦାର୍ଲାଇ । ପେରିତ୍ ସିସ୍ମନ୍ ତାକର୍ ସଙ୍ଗ୍ କାତା ଅଇ ପରମେସରର୍ ଜିବନ୍ଦୁକାଇଲାଟାକେ ମାନିକରି ଜିଇବାକେ ସେମନ୍କେ ସାର୍ଦା କରାଇଲାଇ । အခန်းကိုကြည့်ပါ။ |
ଦଲର୍ ସବୁ ଲକ୍ ପେରିତ୍ ସିସ୍ମନର୍ କଇଲା କାତାଇ ରାଜିଅଇଲାଇ, ଆରି ଏ କାମ୍ କର୍ବାକେ ବିସ୍ବାସ୍ ଆରି ସୁକଲ୍ ଆତ୍ମାଇ ପୁରୁନ୍ ଅଇରଇବା ତିପାନ୍ ନାଉଁର୍ ଗଟେକ୍ ଲକ୍, ଆରି ପିଲିପ୍, ପକ୍ରସ୍, ନିକାନର, ତିମନ୍, ପର୍ମନା ଆରି ଆଗେ ଜିଉଦି ଦରମ୍ ବିସ୍ବାସ୍ କରିରଇବା, ଆନ୍ଟିକିୟଇ ଅନି ଆସିରଇବା ଗଟେକ୍ ଜିଉଦି ନ ଅଇଲା, ନିକଲାୟକେ ବାଚ୍ଲାଇ ।