4 ସୁକଲ୍ ଆତ୍ମାଇଅନି ଆଦେସ୍ ପାଇକରି ଜାଇରଇବା ବର୍ନବା ଆରି ସାଉଲ୍ ସେଲୁକିଆଇ ଗାଲାଇ । ଆରି ତେଇଅନି ପାନି ଜାଜେ ବସି ସାଇପରସ୍ ସମ୍ଦୁର୍ ମଜାଇ ରଇବା ଜାଗାଇ ଗାଲାଇ ।
ଜିରୁସାଲେମର୍ ଲକ୍ମନ୍ ତିପାନ୍କେ ମରାଇଲାପଚେ ବିସ୍ବାସିମନ୍କେ ତାଡ୍ନା ଦେଲାଇ । ତେଇଅନି କେତେଲକ୍ ଚିନ୍ବିନ୍ ଅଇଗାଲାଇ । ସେମନ୍, ପିନିସିଆ, ସାଇପରସ୍ ଆରି ଆନ୍ଟିଅକ୍ ଟାନେ ଜାଇ ଅବ୍କା ଜିଉଦିମନ୍କେସେ ସୁବ୍ କବର୍ ଜାନାଇଲାଇ ।
ସେମନ୍ ମାପ୍ରୁର୍ ସେବା ଆରି ଉପାସ୍ କଲାବେଲେ, ସୁକଲ୍ ଆତ୍ମା ସେମନ୍କେ କଇଲା, “ମୁଇ ଜନ୍ କାମ୍ପାଇ ସାଉଲ୍ ଆରି ବର୍ନବାକେ ଡାକ୍ଲି ଆଚି, ସେଟାର୍ ପାଇ ସେମନ୍କେ ଅଲ୍ଗା କରା ।”
ସେଟାର୍ପାଇ ସେମନ୍ ଉପାସ୍ କଲାଇ ଆରି ପାର୍ତନା କରି ତାକର୍ ଉପ୍ରେ ଆତ୍ ସଙ୍ଗଇ ସେମନ୍କେ କବର୍ କଇବା କାମେ ପାଟାଇଲାଇ ।
କେତେ ଦିନ୍ ପଚେ ପାଉଲ୍ ବର୍ନବାକେ କଇଲା, “ଜୁ, ଆମେ ବାଉଡି ଜୁ, ସବୁ ଗଡ୍ମନ୍କେ, ଆମର୍ ଜନ୍ ବାଇମନ୍କେ ମାପ୍ରୁର୍ ବାକିଅ ଜାନାଇ ରଇଲୁ, ସେମନ୍କେ ବେଟ୍ ଅଉଁ ଆରି ସେମନ୍ ବିସ୍ବାସେ କେନ୍ତି ଆଚତ୍ ବୁଜି ଦେକୁ ।”
ସୁକଲ୍ଆତ୍ମା ମକେ ଜାଗ୍ରତ୍ କରିଦେଇ ଆଚେ ଜେ, ମୁଇ ସବୁ ନଅରେ ବନ୍ଦି ଗରେ ରଇକରି କସ୍ଟ ପାଇବି ।
ଆମେ ତେଇଅନି କେତେଦୁର୍ ଗାଲାପଚେ ପବନ୍ ଅଇଲାଜେ ସାଇପରସ୍ ଗାଡର୍ ପାଲି ପାଲି ଗାଲୁ ।
ସାଇପରସ୍ ନାଉଁର୍ ଗଟେକ୍ ଜାଗାଇ ଜନମ୍ କରିରଇବା ଲେବି କୁଟୁମର୍ ଜସେପ୍, ଜାକେ ପେରିତ୍ ସିସ୍ମନ୍ ବର୍ନବା ବଲି ନାଉଁ ଦେଇ ରଇଲାଇ । ବର୍ନବାର୍ ଅରତ୍ ଦୁକ୍ ସାରାଇବା ପିଲା । ସେ ତାର୍ ଜମି ବିକ୍ଲା ଆରି