35 ଦାଉଦ୍ ଆରି ଗଟେକ୍ ଗିତସଙ୍ଗିତାଇ ଲେକ୍ଲାଆଚେ, ମୁଇ ମରିଗାଲେ ମର୍ଗାଗଡ୍ ତୁଇ ସମାଦିତେଇ କୁଇ ଜିବାକେ ଚାଡି ନ ଦେଉସ୍ ।
ସୁକଲ୍ ଆତ୍ମା ତାକେ ଜାନାଇଦେଇରଇଲା ଜେ, ପର୍ମେସର୍ ପାଟାଇରଇବା ଉଦାର୍କାରିଆର୍ ଦର୍ସନ୍ ନ ମିଲ୍ବାଜାକ ତାର୍ ମରନ୍ ନ ଅଏ ।
ଆରି କେ ପର୍ମେସରର୍ ପିଲାକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ମାତର୍ ଜେ ପର୍ମେସରର୍ ପିଲାକେ ନାମେ ନାଇ, ସେ ନ ସାର୍ବା ଜିବନ୍ ନ ପାଏ । ଆରି ପର୍ମେସରର୍ ଡଣ୍ଡ୍ ପାଇବାକେ ସେ ରଇସି । ”
ମୁଇ ତମ୍କେ ସତ୍କାତା କଇଲିନି, ଜେ ମୁଇ ସିକାଇବା କାତା ମାନ୍ସି, ସେ କେବେ ମିସା ନ ମରେ ।”
ଆରି ଗଟେକ୍ ଲକ୍ ରଇଲା ଇନକ୍, ତାର୍ ବିସ୍ବାସର୍ ଲାଗି ସେ ମରେନାଇ, ମାତର୍ ଜିବନ୍ ରଇତେ ତାକେ ପର୍ମେସର୍ ଦାରିଗାଲା । ତେବେ ସେମନ୍ ତାକେ କଜ୍ଲାଇ ମିସା ମିଲାଇ ନାପାର୍ଲାଇ । କାଇକେବଇଲେ ପର୍ମେସର୍ ତାକେ ନେଇରଇଲା । ସାସ୍ତରେ ଏନ୍ତାରି ଲେକା ଅଇଲାଆଚେ, ତାକେ ଦାରି ନେବା ଆଗ୍ତୁ ପର୍ମେସର୍ ତାକେ ମନ୍ କରିରଇଲା ।