20 ପାକାପାକି ଚାର୍ ସଅ ପଚାସ୍ ବରସ୍ ବିତ୍ରେ ଏ ସବୁ ଗଟ୍ନା ଗଟିଗାଲା ।” “ତାର୍ ପଚେ ସାମୁଏଲ୍ ବବିସତ୍ବକ୍ତାର୍ ବେଲା ଜାକ ପରମେସର୍ ସେମନର୍ ଉପ୍ରେ ବିଚାର୍ପତିମନ୍କେ ବାଚ୍ଲା ।
ଜେତ୍କି କବର୍ ସୁନିରଇବା ବବିସତ୍ବକ୍ତା ରଇଲାଇ, ସାମୁଏଲ୍ ଆରି ଜେ ଜେ ତାର୍ ପଚେ ଆଇଲାଇ ଆରି ଏବେ ଜାଇଟା ଗଟ୍ଲା, ସେ ବିସଇ କଇରଇଲାଇ ।