ପେରିତ୍ 13:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 ଇସ୍ରାଏଲ୍ ଜାତିର୍ ପରମେସର୍ ଆମର୍ ଆନିଦାଦିମନ୍କେ ବାଚ୍ଲା । ଆରି ମିସର୍ ଦେସେ ସେମନ୍ ପର୍ଦେସିଅଇ ରଇତେ ରଇଲା ବେଲେ, ଗଟେକ୍ ବଡ୍ ଜାତି କଲା । ପରମେସର୍ ତାର୍ ବଡ୍ ବପୁ ସଙ୍ଗ୍ ସେମନ୍କେ ମିସରେଅନି ବାର୍କରାଇ ଆନ୍ଲା । အခန်းကိုကြည့်ပါ။ |