ପେରିତ୍ 12:4 - ସତିଅର୍ ବାଟ୍ ନୁଆ ନିୟମ୍ 20204 ସଇନମନ୍ ପିତର୍କେ ବାନ୍ଦିକରି ବନ୍ଦିଗରେ ପୁରାଇଲାଇ । ରକିଆ ପାଇବା ପରବର୍ ପଚେ ସବୁ ଲକର୍ ମୁଆଟେ ବିଚାର୍ନା କର୍ବି ବଲି ଏରଦ୍ ବାବି ରଇଲା । ସେଟାର୍ପାଇ ଗଟେକ୍ ଦଲେ ଚାରିଲକ୍ ଲାକା ଅଇ, ଚାରିଟା ଦଲ୍କରି ସନିଅମନ୍ ତାକେ ଜାଗିରଇଲାଇ । အခန်းကိုကြည့်ပါ။ |