18 ସାକାଲ୍ ପାଇଲାକେ “ପିତର୍ କେନେଗାଲା ?” ବଲି ଜାଗୁଆଲ୍ମନ୍ କିଲ୍ବିଲ୍ ଅଇଗାଲାଇ ।
ସେ ଆତ୍ ସାଗିଆକରି ସେମନ୍କେ ଚିମ୍ରା ଅଇବାକେ କଇଲା । ଆରି ମାପ୍ରୁ କେନ୍ତି ତାକେ ବନ୍ଦି ଗରେଅନି ବାର୍କରାଇ ଆନ୍ଲା, ସେ ବିସଇ ସେମନ୍କେ କଇଲା । ତାର୍ ପଚେ ଏ ସବୁ କାତା ଜାକୁବ୍ ଆରି ବିନ୍ ସବୁ ବାଇମନ୍କେ ଜାନାଆ ବଲି କଇଲା । ପଚେ ସେ ତେଇଅନି ବିନ୍ବାଟେ ଉଟିଗାଲା ।
ଏରଦ୍ ଏଟା ସୁନିକରି ପିତର୍କେ କଜ୍ବାକେ ତାର୍ ସନିଅମନ୍କେ ଆଦେସ୍ ଦେଲା । ମାତର୍ ସେମନ୍ ତାକେ ମିଲାଇ ନାପାର୍ଲାଇ । ତେବେ ସାରାସାରି ଜାଗୁଆଲ୍ମନ୍କେ ପାଚାର୍ଲା । କେନ୍ତି ଏଟା ଅଇଲାଟା କଇନାପାର୍ଲାକେ ସେମନ୍କେ ମରନର୍ ଡଣ୍ଡ୍ ଦେବାକେ ଆଦେସ୍ ଦେଲା । ତାର୍ ପଚେ ଏରଦ୍ ଜିଉଦା ରାଇଜେଅନି ଜାଇ କେତେ ଦିନର୍ପାଇ କାଇସରିଆଇ ବାସା ଅଇରଇଲା ।
ବନ୍ଦି ଗରର୍ ଜାଗୁଆଲ୍ ଚେତାଅଇ ଉଟ୍ଲା ଆରି ବନ୍ଦି ଗରର୍ କାପାଟ୍ ଉଗ୍ଡା ଅଇରଇଲାଟା ଦେକ୍ଲା । ସେ ବନ୍ଦିମନ୍ ସବୁ ପାଲାଇ ଆଚତ୍ ବଲି ବାବ୍ଲା । ସେଟାର୍ ପାଇ ସେ ତାର୍ କାଣ୍ଡା ବେଟି ବୁସି ଅଇ ମର୍ବାକେ ଜାଇତେ ରଇଲା ।
ଏତ୍କି ବିତ୍ରେ ମାପ୍ରୁ ଦେକାଇରଇବା ବାଟ୍ ବିସଇ ନେଇ, ଗଟେକ୍ ବେସି ବଡ୍ ଗଣ୍ଡ୍ଗଲ୍ ଅଇବାଟା ଉବଜ୍ଲା ।