ପେରିତ୍ 12:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 ସେ ଆତ୍ ସାଗିଆକରି ସେମନ୍କେ ଚିମ୍ରା ଅଇବାକେ କଇଲା । ଆରି ମାପ୍ରୁ କେନ୍ତି ତାକେ ବନ୍ଦି ଗରେଅନି ବାର୍କରାଇ ଆନ୍ଲା, ସେ ବିସଇ ସେମନ୍କେ କଇଲା । ତାର୍ ପଚେ ଏ ସବୁ କାତା ଜାକୁବ୍ ଆରି ବିନ୍ ସବୁ ବାଇମନ୍କେ ଜାନାଆ ବଲି କଇଲା । ପଚେ ସେ ତେଇଅନି ବିନ୍ବାଟେ ଉଟିଗାଲା । အခန်းကိုကြည့်ပါ။ |
ନେତା ଇସାବେ ଏଜାଇଅଇରଇବା ଜାକୁବ୍, ପିତର୍ ଆରି ଜଅନ୍, ଉଁ ବଲି ମାନି ଅଇରଇଲାଇ ଜେ, ପରମେସର୍ ମକେ ଏ ମୁକିଅ କାମର୍ ଦାଇତ୍ ଦେଲାଆଚେ । ସେଟାର୍ ପାଇ ସେମନ୍ ମକେ ଆରି ବର୍ନବାକେ, ଆମେ ମିସିକରି କାମ୍ କରୁବଲି ଗଟେକ୍ ଚିନ୍ ଇସାବେ ଆତ୍ ମିଲାଇଲାଇ । ବର୍ନବା ଆରି ମୁଇ ଜିଉଦି ନଇଲା ଲକ୍ମନର୍ ବିତ୍ରେ ଆରି ସେମନ୍ ଜିଉଦିମନର୍ ବିତ୍ରେ କାମ୍ କର୍ବୁ ବଲି ରାଜି ଅଇରଇଲୁ ।