2 ପିତର୍ କାଇସେରିଆ ଅନି ଜିରୁସାଲାମ୍ ଗାଲା । ଜିଉଦି ନଇଲା ଲକ୍ମନ୍କେ ସୁନତ୍ କରୁ ବଲି କଇବା ଲକ୍ମନ୍ ତାକେ ବାକାନିକରି କଇଲାଇ,
ଜିଉଦିନଇଲା ଲକ୍ମନର୍ ଉପ୍ରେ ମିସା ପରମେସରର୍ ସୁକଲ୍ ଆତ୍ମା ଡାବିଅଇବାଟା ଦେକି ଜପାଇଅନି ପିତର୍ ସଙ୍ଗ୍ ଆସିରଇବା ଜିଉଦି ବିସ୍ବାସିମନ୍ କାବାଅଇଗାଲାଇ ।
ତାର୍ ଆର୍କର୍ ଦିନେ ଆଡ୍ବେଲାଇ ସେମନ୍ ଜପାର୍ ଲଗାଲଗି ଅଇଲାବେଲେ, ପିତର୍ ପାର୍ତନା କର୍ବାକେ ମେଡ୍ଗରର୍ ଚାଉନି ଉପ୍ରେ ଜାଇ ରଇଲା ।
ଜିଉଦାଇଅନି କେତେକ୍ ଲକ୍ ଆନ୍ଟିଅକ୍ ନଅରେ ଆଇଲାଇ । ସେମନ୍ ଆନ୍ଟିଅକର୍ ବିସ୍ବାସି ବାଇମନ୍କେ ଏନ୍ତି କଇକରି ସିକାଇଲାଇ, “ମସାର୍ ନିୟମ୍ ଇସାବେ ଜଦି ତମେ ସୁନତ୍ ନ ଉଆସ୍, ତମର୍ ପାପର୍ ଡଣ୍ଡେଅନି ମୁକ୍ତି ନ ପାଆସ୍ ।”
ମାତର୍ ପାରୁସି ଦଲର୍ କେତେଟା ବିସ୍ବାସିମନ୍ ଟିଆଅଇ କଇଲାଇ, “ ଜିଉଦି ନଇଲା ଲକ୍ମନ୍ ସୁନତ୍ ଅଇବାର୍ ଆଚେ ଆକା ଆରି ମସାର୍ ବିନ୍ ନିୟମ୍ମନ୍ ମାନ୍ବାକେ ମିସା ସେମନ୍କେ ସିକାଇବାର୍ ଆଚେ ।”
ଜୁସ୍ତ ନାଉଁଦାରି ଡାକ୍ପୁଟା ଅଇଲା ଜିୟସୁୟ ମିସା ତମ୍କେ ଜୁଆର୍ ଜାନାଇଲାନି । ଏ ତିନ୍ ଲକ୍ସେ ଇତି ରଇବା ଜିଉଦି ବିସ୍ବାସିମନ୍ । ପର୍ମେସରର୍ ରାଇଜ୍ ବିସଇତେଇ ରଇବା ସୁବ୍କବର୍ ଜାନାଇବାକେ ସେମନ୍ ମର୍ ସଙ୍ଗ୍ କାମ୍ କଲାଇନି । ସେମନ୍ ମକେ ବେସି ସାର୍ଦା କରାଇଆଚତ୍ ।
ମଣ୍ଡଲିର୍ ପାର୍ଚିନ୍ମନର୍ ଅଦିକାର୍ ନ ନାମ୍ବା ଲକ୍ ବେସି ରଇଲାର୍ପାଇ ମୁଇ ତକେ କଇଲିନି । କାଇ ମୁଲିଅ ନ ରଇବା କାତା ସବୁ ସେମନ୍କେ ସିକାଇକରି, ସେମନ୍କେ ବିସ୍ବାସ୍ କରାଇଲାଇନି । ଜିଉଦି ନିୟମ୍ ଇସାବେ ସବୁ ବିସ୍ବାସିମନ୍ ସୁନତ୍ ଅଇବାର୍ ଆଚେ ବଲି ସିକାଇଲାଇନି ।