15 ଆରି ମୁଇ ଜେଡେବଲ୍ ସିକିଆଦେବାର୍ ଆରାମ୍ କଲି, ଆଗେ ସୁକଲ୍ ଆତ୍ମା ଜେନ୍ତାରି ଆମର୍ ଉପ୍ରେ ଡାବିଅଇରଇଲା, ସେନ୍ତାରି ସେମନର୍ ଉପ୍ରେ ଡାବିଅଇଲା ।
ପାଉଲ୍ ସେମନର୍ ଉପ୍ରେ ଆତ୍ ଚିଇଲା ଆରି ସୁକଲ୍ ଆତ୍ମା ତାକର୍ଟାନେ ଉତର୍ଲା । ସେମନ୍ ବିନ୍ ବିନ୍ ବାସାଇ କାତା କଇଲାଇ ଆରି ପରମେସରର୍ ସୁବ୍ କବର୍ ଜାନାଇଲାଇ ।
ସେମନ୍ ପାର୍ତନା କରିସାରାଇଲା ପଚେ ଜନ୍ ଜାଗାଇ ରୁଣ୍ଡିରଇଲାଇ, ସେଟା ଚୁଲ୍ବୁଲିଗାଲା । ସେମନ୍ ସବୁ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇଲା । ଆରି ନ ଡର୍ତେ ପର୍ମେସରର୍ କାତା ଜାନାଇବାର୍ ଦାର୍ଲାଇ ।
ପିତର୍ ବେସି ଦିନ୍ ଜପାଇ ସିମନ୍ ନାଉଁର୍ ଗଟେକ୍ ଲକ୍, ଜେକି ପସୁମନର୍ ଚାମ୍ ସଙ୍ଗ୍ କାଇକାଇ ଜିନିସ୍ମନ୍ ତିଆର୍ କରି ବଁଚ୍ତେ ରଇଲା, ତାର୍ ଗରେ ରଇଲା ।