48 ସେଟାର୍ ପାଇ ପିତର୍ ସେମନ୍କେ ଜିସୁକିରିସ୍ଟର୍ ନାଉଁ ଦାରି ଡୁବନ୍ ଦେଲାପଚେ କର୍ନିଲିଅ ଆରି ତାର୍ ସଙ୍ଗ୍ ରଇବାଲକ୍ମନ୍ ତାକେ ଆରି କେତେ ଦିନ୍ ସେମନର୍ ସଙ୍ଗ୍ ରଇବାକେ ବାବୁଜିଆ କଲାଇ ।
ଜିସୁ ସତଇସେ ନିଜେ କାକେ ମିସା ଡୁବନ୍ ନ ଦେଇତେ ରଇଲା, ମାତର୍ ତାର୍ ସିସ୍ମନ୍ ଡୁବନ୍ ଦେଇତେ ରଇଲାଇ ।
ଆରି ସମିରଣିୟ ଲକ୍ମନ୍ ଜିସୁର୍ ଲଗେ ଆସି ତାର୍ ସଙ୍ଗ୍ କେତେ ଦିନ୍ ରଇବାକେ ଗୁଆରି କଲାଇ, ସେଟାର୍ପାଇ ସେ ତେଇ ଦୁଇ ଦିନ୍ ରଇଲା ।
ବିସ୍ବାସ୍ କଲାପଚେ, ସେ ଆରି ତାର୍ କୁଟୁମର୍ ଲକ୍ ଡୁବନ୍ ନେଲାଇ । ତାର୍ ପଚେ ସେ ଆମ୍କେ ଡାକିକରି କଇଲା, “ଜଦି ସତଇସେ ମୁଇ ମାପ୍ରୁକେ ବିସ୍ବାସ୍ କଲିନି ବଲି ତମେ ବାବ୍ଲାସ୍ନି, ତେବେ ଆସି ମର୍ ଗରେ ରୁଆ ।” ସେ ଏନ୍ତି କଇ ଆମ୍କେ ତାର୍ ଗରେ ଜିବାକେ ସୁତ୍ରାଇଲା ।
ଏଟା ସୁନି ସେମନ୍ ମାପ୍ରୁ ଜିସୁର୍ ନାଉଁ ଦାରି ଡୁବନ୍ ନେଲାଇ ।
ପିତର୍ ସେମନ୍କେ କଇଲା, “ତମେ ଗଟେକ୍ ଗଟେକ୍ ଲକ୍ ପାପେଅନି ବାଉଡିକରି ଜିସୁ କିରିସ୍ଟର୍ ନାଉଁ ଦାରି ଡୁବନ୍ ନେବାର୍ ଆଚେ, ଜେନ୍ତାରି କି ତମର୍ ପାପ୍ ସବୁ କେମା ଅଇସି ଆରି ପରମେସର୍ ତମ୍କେ ସୁକଲ୍ ଆତ୍ମା ଦେଇସି ।
ମାତର୍ ପିଲିପର୍ ଟାନେଅନି ପର୍ମେସରର୍ ରାଇଜ ଆରି ଜିସୁର୍ ବିସଇ ସୁନ୍ଲାଇ । ସୁନିକରି ତେଇର୍ ଲକ୍ମନ୍ ମାପ୍ରୁକେ ବିସ୍ବାସ୍ କଲାଇ । ଆରି ସେ ଜାଗାର୍ ବିସ୍ବାସ୍ କଲା ମନସ୍ ପିଲା ଆରି ମାଇଜିଟକିକେ ପିଲିପ୍ ଡୁବନ୍ ଦେଲା ।
କାଇକେ ବଇଲେ ସେଡ୍କିବେଲ୍ ଜାକ କାର୍ ଉପ୍ରେ ସୁକଲ୍ ଆତ୍ମା ଉତ୍ରି ନ ରଇଲା । ସେମନ୍କେ ଜିସୁକିରିସ୍ଟର୍ ନାଉଁଦାରି ଅବ୍କାସେ ଡୁବନ୍ ଦେଇରଇଲା ।
ଆମେ ଡୁବନ୍ ନେଇକରି କିରିସ୍ଟର୍ ସଙ୍ଗ୍ ଗଟେକ୍ ଅଇଆଚୁ ଆରି ଏବେ ଜିସୁ କିରିସ୍ଟର୍ ଜିବନ୍ ରୁପର୍ ବସ୍ତର୍ ପିନ୍ଦି ଆଚୁ ।