ପେରିତ୍ 10:43 - ସତିଅର୍ ବାଟ୍ ନୁଆ ନିୟମ୍ 202043 ସବୁ ବବିସତ୍ବକ୍ତାମନ୍ ତାର୍ ବିସଇନେଇ, ଏ କବର୍ କଇରଇଲାଇ । ଜେ ମସିଅକେ ବିସ୍ବାସ୍ କର୍ସି, ମସିଅ କରିରଇବା କାମର୍ ଲାଗି, ପର୍ମେସର୍ ତାର୍ ପାପ୍କେମା କର୍ସି ।” အခန်းကိုကြည့်ပါ။ |
ମୁଇ ତାକେ ଜୁଆର୍ କର୍ବି ବଲି ତାର୍ ଗଡେ ଡାଣ୍ଡାସନ୍ ପଡ୍ଲି, ମାତର୍ ସେ ମକେ କଇଲା, “ନିଚୁ, ମୁଇ ଆରି ତର୍ ସଙ୍ଗର୍ ବିସ୍ବାସି ବାଇମନ୍ ଜେତ୍କି ଲକ୍ ଆମେ ସବୁ ଜିସୁ ଜାନାଇରଇବା ସତ୍ ଦାରିଆଚୁ, ଆମେ ସବୁ ଅବ୍କା ଦାଙ୍ଗ୍ଡାମନ୍, ପର୍ମେସର୍କେ ଜୁଆର୍ କରା । କାଇକେବଇଲେ ଜିସୁ ଜନ୍ ସତ୍ ଜାନାଇଆଚେ, ସେଟାସେ ବବିସତ୍ ବକ୍ତାମନ୍କେ କାତାଅଇବାକେ ବପୁଦେଲାଆଚେ ।”