31 “କର୍ନିଲିଅ ! ପର୍ମେସର୍ ତର୍ ପାର୍ତନା ସୁନ୍ଲା ଆରି ତମେ ଦୁକିରକିକେ ସାଇଜ କର୍ବାଟା ଦେକି ସାର୍ଦା ଅଇଆଚେ ।
ମାତର୍ ଦୁତ୍ ତାକେ କଇଲା, “ଜିକରିୟ ଡର୍ନାଇ, କାଇକେବଇଲେ ତମେ ଗୁଆରି କଲାଟା ପର୍ମେସର୍ ସୁନିଆଚେ । ତର୍ ମାଇଜି ଏଲିସାବେତ୍ ଗଟେକ୍ ପିଲା ଜନମ୍ ଦେଇସି । ତମେ ତାକେ ଜଅନ୍ ବଲି ନାଉଁ ଦିଆସ୍ ।
କର୍ନିଲିଅ କଇଲା, ତିନ୍ଦିନ୍ ଆଗ୍ତୁ ଆଡ୍ବେଲାର୍ ତିନ୍ଟା ସମାନ୍ ଏଡ୍କି ବେଲାଇ, ମୁଇ ଗରେ ପାର୍ତନା କର୍ତେ ରଇଲି । ସେଡ୍କି ବେଲେ, ଏଦେ ଦେକା ! ଦବ୍ ପଚିଆ ପିନ୍ଦି ରଇବା ଗଟେକ୍ ଲକ୍ ମର୍ ମୁଆଟେ ଟିଆଅଇଲା, ଆରି କଇଲା,
ସିମନ୍ ପିତର୍ ନାଉଁର୍ ଗଟେକ୍ ଲକ୍କେ ଆନ୍ବାକେ ଜପା ନାଉଁର୍ ଜାଗାଇ, ଲକ୍ମନ୍କେ ପାଟାଆ । ସେ ସମ୍ଦୁର୍ କଣ୍ଡି ବାସାଅଇରଇବା ପସୁମନର୍ ଚାମ୍ ସଙ୍ଗ୍ କାଇକାଇଟା ତିଆର୍କରୁ ସିମନର୍ ଗରେ ଗତିଆ ଅଇଆଚେ ।
ସେ ଡରିକରି ସରଗର୍ ଦୁତ୍ବାଟେ ଦେକିକରି କଇଲା, “କାଇଟା ବଲି କଇଲୁସ୍ନି ମାପ୍ରୁ ?” ସରଗର୍ ଦୁତ୍ କଇଲା, “ପର୍ମେସର୍ ତର୍ ପାର୍ତନା ଆରି ଦୁକିରକିମନ୍କେ ଦାନ୍ କର୍ବାଟା ଦେକି ସାର୍ଦା ଅଇଲା । ଆର୍ ବାଦୁଲେ କାଇଟାଆଲେ ଦେବାକେ ସେ ମନ୍ କଲାନି ।
ତେବେ ତମେ ମର୍ପାଇ ପାଟାଇଲାଟା ସବୁଜାକ ମର୍ଟାନେ କେଟ୍ଲା ଆଚେ । ଆରି ସେଟା ମର୍ପାଇ ଅଦିକ୍ । ତମେ ପାଟାଇଲା ସବୁ ବିସଇ ଏପାପର୍ଦିସ୍ ମର୍ଲଗେ ଆନ୍ଲାକେ, ମକେ ଲଡାକେ ଆଇବା ସବୁ ମୁଇ ମିଲାଇଆଚି । ଏନ୍ତାରି କଲାକେ ତମେ ପର୍ମେସର୍କେ ସର୍ପି ଦେଲା ନିକ ବାସ୍ନା ଅଇବା ଦାନ୍ ପାରା ଅଇଲା ଆଚେ । ସେ ସେଟା ସଙ୍ଗଇକରି ସାର୍ଦା ଅଇଲାଆଚେ ।
କାଇକେବଇଲେ, ପର୍ମେସର୍ ଅନିଆଇ ନ କରେ । ତମେ କରିରଇବା ନିକ କାମ୍ ସେ ନ ପାସ୍ରେ । ତାର୍ପାଇ ରଇବା ତମର୍ ଆଲାଦ୍ ମିସା । ସେ ଆଲାଦ୍ ତମର୍ ବିସ୍ବାସି ବାଇବଇନିକେ ସାଇଜ କଲାର୍ ପାଇ ତମେ ଦେକାଇ ଆଚାସ୍ ।
ସେ ସେନ୍ତାରି କଲାକେ ସେ ଚାରିଟା ଜିବନ୍ ରଇବା ପସୁ ଆରି କଡେଚାରିଟା ପାର୍ଚିନ୍ମନ୍ ମେଣ୍ଡାର୍ ମୁଆଟେ ଡାଣ୍ଡାସନ୍ ପଡି ଜୁଆର୍ କଲାଇ । ସେମନ୍କେ ସବୁ ଲକର୍ ଆତେ ଗଟେକ୍ ଗଟେକ୍ ଡୁଡୁଙ୍ଗା ଆରି ସୁନାର୍ ଗିନାମନ୍କେ ଗନ୍ଦ୍ରସ୍ ରଇଲା । ସେଟା ଅଇଲାନି ପର୍ମେସରର୍ ଲକ୍ମନ୍ ଗୁଆରି କର୍ବାଟା ।