29 ତେବେ ମକେ ଡାକାଇଲା ଦାପ୍ରେ କାଇଟା ନ ବାବିକରି ଆଇଲି । ମକେ କାଇକେ ଡାକାଇଲୁସ୍ ତେବେ ? ସେଟା ମୁଇ ଜାନ୍ବାକେ ମନ୍ କଲିନି ।”
ସେ ସେମନ୍କେ କଇଲା, “ଜିଉଦି ନ ଅଇଲା ଲକ୍ମନର୍ ସଙ୍ଗ୍ ମିସ୍ବାଟା କି ତାକର୍ ଗରେ ଜିବାଟା ଆମର୍ ଜିଉଦି ଲକ୍ମନର୍ ବିଦି ନାଇ । ସେଟା ତମେ ନିକକରି ଜାନାସ୍ । ଏଲେମିସା କନ୍ଆଲେ ଗଟେକ୍ ଲକ୍କେ ଅସୁକଲ୍ ଇସାବେ ଦେକ୍ବାର୍ ନାଇ ବଲି ପରମେସର୍ ମକେ କଇଲାଆଚେ ।
କର୍ନିଲିଅ କଇଲା, ତିନ୍ଦିନ୍ ଆଗ୍ତୁ ଆଡ୍ବେଲାର୍ ତିନ୍ଟା ସମାନ୍ ଏଡ୍କି ବେଲାଇ, ମୁଇ ଗରେ ପାର୍ତନା କର୍ତେ ରଇଲି । ସେଡ୍କି ବେଲେ, ଏଦେ ଦେକା ! ଦବ୍ ପଚିଆ ପିନ୍ଦି ରଇବା ଗଟେକ୍ ଲକ୍ ମର୍ ମୁଆଟେ ଟିଆଅଇଲା, ଆରି କଇଲା,
ମାତର୍ କିରିସ୍ଟକେ ମାପ୍ରୁବଲି ଡାକ୍ପୁଟା କରା ଆରି ସନ୍ମାନ୍ ଦିଆସ୍ । ବିସ୍ବାସି ଇସାବେ, ତମେ ଆସା କର୍ବା ବିସଇ କେ ମିସା ପାଚାର୍ଲେ, ସେମନ୍କେ ବାତାଇବାକେ ଜାଗ୍ରତ୍ ଅଇରୁଆ ।