27 ପିତର୍ କର୍ନିଲିଅର୍ ସଙ୍ଗ୍ କାତା ଅଇ ଅଇ ଗର୍ ବିତ୍ରେ କେଟ୍ଲା ଆରି ତେଇ ବେସିଲକ୍ ରୁଣ୍ଡିରଇବାଟା ଦେକ୍ଲା ।
ଜିସୁକେ କାଇକାଇଟା ଅଇରଇଲା ଆରି ସେ ସବୁ ବିସଇନେଇ ସେମନ୍ କାତାଅଇ କାତାଅଇ ଇଣ୍ଡ୍ତେ ରଇଲାଇ ।
ଚାରି ମାସ୍ ଗାଲେ କାଟାବେଟା ଦିନ୍ ଆଇସି ବଲି ତମେ କଇତେରଇସା । ମାତର୍ ମୁଇ ତମ୍କେ କଇଲିନି କେତ୍ମନ୍କେ ନିକ କରି ଦେକିଦେକା । ଏବେ ତେଇର୍ ତାସ୍ ପାଚିଗାଲା ଆଚେ ଆରି କାଟ୍ବା ବେଲା ସମାନ୍ ଅଇଲା ଆଚେ ।
ଆରି ଗଟେକ୍ ଦିନେ ସେମନ୍ ସିସେରିଆଇ କେଟ୍ଲାଇ । ତେଇ କର୍ନିଲିଅ ତାର୍ ମଇତର୍ମନ୍କେ ଆରି କୁଟୁମର୍ ଲକ୍ମନ୍କେ ରୁଣ୍ଡାଇକରି ପିତର୍କେ ଜାଗିରଇଲାଇ ।
ସେମନ୍ ଆନ୍ଟିକିଅ କେଟି ମଣ୍ଡଲିର୍ ଲକ୍ମନ୍କେ ରୁଣ୍ଡାଇଲାଇ । ପରମେସର୍ ତାକର୍ଟାନେ କରିରଇବା ସବୁ କାମ୍ ସେମନ୍କେ ଜାନାଇଲାଇ । ଜିଉଦି ନ ଅଇଲା ଲକ୍ମନ୍ ଜିସୁଟାନେ ବିସ୍ବାସ୍ କର୍ବାକେ ପର୍ମେସର୍ କେନ୍ତି ବାଟ୍ ଉଗାଡ୍ଲା, ସେଟା ସବୁଜାକ ସେମନ୍କେ ଜାନାଇଲାଇ ।
ଇତି ମର୍ ବିରଦେ ବେସିଲକ୍ ରଇଲେ ମିସା, ସପଲ୍ ଅଇବା କାମ୍ କର୍ବାକେ ମର୍ ପାଇ ଦୁଆର୍ ଉଗାଡି ଅଇଆଚେ ।
କିସ୍ଟର୍ ସୁବ୍କବର୍ ଜାନାଇବାକେ ମୁଇ ଜେଡେବେଲେ ଆଇଲି, ତର୍ଆୟାଇ ସେବା କାମର୍ପାଇ ମାପ୍ରୁର୍ ବାଟ୍ ମେଲାଅଇଆଚେ ବଲି ମୁ ଜାନି ପାର୍ଲି ।
ଆମର୍ ପାଇ ମିସା ପାର୍ତନା କରା । ଜେନ୍ତିକି କିରିସ୍ଟର୍ ବିସଇଟାନେ ରଇବା ଏ ସୁବ୍କବର୍ ଆମେ ସବୁଲକ୍କେ ଜାନାଇପାର୍ବୁ । ଏ ସୁବ୍ କବର୍ ସେମନ୍ ଆଗ୍ତୁ ନାଜାନିରଇଲାଇ । ଏ ସୁବ୍କବର୍ ଜାନାଇଲାର୍ପାଇ ମୁଇ ଏବେ ବନ୍ଦିଗରେ ଆଚି ।