24 ଆରି ଗଟେକ୍ ଦିନେ ସେମନ୍ ସିସେରିଆଇ କେଟ୍ଲାଇ । ତେଇ କର୍ନିଲିଅ ତାର୍ ମଇତର୍ମନ୍କେ ଆରି କୁଟୁମର୍ ଲକ୍ମନ୍କେ ରୁଣ୍ଡାଇକରି ପିତର୍କେ ଜାଗିରଇଲାଇ ।
ଜିସୁ କାଇସେରିଆ ପିଲିପି ଗଡ୍ ପାକାପାକି ଜାଗାଇ ଗାଲା ପଚେ ସିସ୍ମନ୍କେ ପାଚାର୍ଲା, “ନର୍ପିଲା କେ ବଲି ଲକ୍ମନ୍ କାଇଟା କଇଲାଇନି ?”
ଆରି ଲେବି ଜିସୁର୍ପାଇ ନିଜର୍ ଗରେ, ଗଟେକ୍ ବଡ୍ ବଜିକଲା । ତେଇ ସିସ୍ତୁମାଙ୍ଗୁମନ୍, ଅଦିକ୍ ଲକ୍ ଆରି ବିନ୍ ବିନ୍ ଲକ୍ମନର୍ ସଙ୍ଗ୍ ସେ କାଇବାକେ ବସ୍ଲା ।
କାଇସରିଆ ଅନି କର୍ନିଲିଅ ନାଉଁର୍ ଗଟେକ୍ ଲକ୍ ରଇଲା । ସେ, ଇଟାଲି ଅନି ଆଇବା ଗଟେକ୍ ବଡ୍ ଦଲର୍ ରମିୟ ସନିଅମନର୍, ନେତା ରଇଲା ।
ପିତର୍ କର୍ନିଲିଅର୍ ସଙ୍ଗ୍ କାତା ଅଇ ଅଇ ଗର୍ ବିତ୍ରେ କେଟ୍ଲା ଆରି ତେଇ ବେସିଲକ୍ ରୁଣ୍ଡିରଇବାଟା ଦେକ୍ଲା ।
ଚନେକ୍ ଗାଲା ପଚେ ପିଲିପ୍ ଦେକ୍ଲାଜେ ସେ ଅସଦର୍ ବଲି ଗଟେକ୍ ଜାଗାଇ କେଟିଆଚେ । ତେଇଅନି ସେ କାଇସେରିଆଇ ଗାଲା ଆରି ବାଟେ ରଇବା ସଅର୍ମନ୍କେ ସୁବ୍ କବର୍ ଜାନାଇଲା ।